"ଲିନକ୍ସ ବଣ୍ଟନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ସାଧାରଣତଃ ଜି.ଏନ.ଇଉ/ଲିନକ୍ସକୁ ବିଭିନ୍ନ କମ୍ପାନୀ, କମ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୦୫:୦୯, ୨୨ ଜୁଲାଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ସାଧାରଣତଃ ଜି.ଏନ.ଇଉ/ଲିନକ୍ସକୁ ବିଭିନ୍ନ କମ୍ପାନୀ, କମ୍ୟୁନିଟି ଓ ବ୍ୟକ୍ତି ବିଶେଷ ନିଜର କିଛି ନୂଆ ବା ବଦଳା ଯାଇଥିବା କୋଡ ସହିତ ବାନ୍ଧି କିଛି ଗୋଟାଏ ନାମରେ ବଣ୍ଟନ କରିଥାନ୍ତି । ଏଗୁଡ଼ିକୁ ଲିନକ୍ସ ବଣ୍ଟନ ବା ଇଂରାଜୀରେ ଲିନକ୍ସ ଡିସଟ୍ରିବିଉଶନସ କୁହାଯାଏ ।

କିଛି ଲିନକ୍ସ ବଣ୍ଟନର ଉଦାହରଣ ହେଲେ:-

ଉବଣ୍ଟୁ ଲିନକ୍ସ ଫେଡ଼ୋରା ଲିନକ୍ସ ଓପେନସୁଶେ ଲିନକ୍ସ ରେଡହାଟ ଲିନକ୍ସ ମଣ୍ଡରିବା ଲିନକ୍ସ