"ତଥାଗତ ଶତପଥୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଦ୍ୱାରା" ଶବ୍ଦ ସହ ଲାଗିକି ରହିବ (via JWB)
ଟ୍ୟାଗ: Manual revert
ଟିକେ "ମାନଙ୍କୁ" ଶବ୍ଦ ସହ ଲାଗିରହେ (via JWB)
୪୪ କ ଧାଡ଼ି:
 
=== ଇଣ୍ଟରନେଟ ନିରପେକ୍ଷତା ଉପରେ ===
ମାର୍ଚ୍ଚ ମାସ ୨୦୧୪ ମସିହାରେ ଟ୍ରାଇ (Telecom Regulatory Authority of India) କିଛି ନିର୍ଦ୍ଧିଷ୍ଟ ମେସେଜିଙ୍ଗ ସେବାପାଇଁ ଟେଲିକମ ଅପରେଟର ମାନଙ୍କୁଅପରେଟରମାନଙ୍କୁ ଅତିରିକ୍ତ ପଇସା ନେବାକୁ ଏକ କାଗଜ ଉପସ୍ଥାପନା କରିଥିଲେ ।<ref name="Politicos">{{Cite news|url=http://indiatoday.intoday.in/technology/story/politicos-raise-concern-over-trais-threatening-consultation-on-net-neutrality/1/429135.html|title=Politicos slam TRAI's stance on net neutrality|last=Singh|first=Saurabh|date=8 April 2015|work=[[India Today]]|access-date=12 April 2015}}</ref> ଅବିଳମ୍ବେ ତଥାଗତ ଟ୍ରାଇକୁ ଏକ ମୁକ୍ତ ଚିଠି ଲେଖି ଇଣ୍ଟରନେଟ ନିରପେକ୍ଷତା ସମର୍ଥନ ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଏହି ଚିଠିରେ ସେ ଲେଖିଥିଲେ କି ଏଭଳି ପଦକ୍ଷେପ ଭାରତର ଡିଜିଟାଲ ଇଣ୍ଡିଆ ପ୍ରକଳ୍ପକୁ ବାଧା ପହଞ୍ଚାଇ ପାରେ ଏବଂ ପ୍ରାରମ୍ଭ ହେବାକୁ ଯାଉଥିବା କ୍ଷୁଦ୍ର କମ୍ପାନୀଗୁଡିକୁ ଗଭୀର କ୍ଷତି ପହଞ୍ଚାଇବ । ସେ କହିଥିଲେ ଏଭଳି ନିୟମାବଳୀଯୁକ୍ତ ଆପ ବ୍ୟବହାର ତାଙ୍କର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱତା କରିବାରେ ବାଧା ପହଞ୍ଚାଉଛି ।<ref name="TRAI">{{Cite news|url=http://tech.economictimes.indiatimes.com/news/internet/odisha-mp-trai-net-neutrality/46847802|title='TRAI's Internet Consultation threat to my functioning as representative'- Odisha MP|date=8 April 2015|work=[[The Economic Times]]|access-date=6 January 2016}}</ref><ref name="DigitalIndia">{{Cite news|url=http://articles.economictimes.indiatimes.com/2015-04-09/news/60979653_1_net-neutrality-free-internet-trai|title=Net Neutrality: Airtel’s new apps plan may go against PM Modi’s Digital India vision|date=9 April 2015|work=[[The Economic Times]]|access-date=6 January 2016}}</ref>
 
=== ଗଞ୍ଜେଇର ଆଇନଗତ ପ୍ରଚଳନ ଉପରେ ===