"ଶିଳ୍ପୀ , ତାମିଲ ଚିତ୍ରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଠିକ ବନାନ (via JWB)
ଟିକେ "ମାନଙ୍କୁ" ଶବ୍ଦ ସହ ଲାଗିରହେ (via JWB)
୮ କ ଧାଡ଼ି:
ସେ 'ଆନନ୍ଦ ଭିକାତନ ' ମେଗାଜିନ ପାଇଁ ୧୯୪୫ରୁ ୧୯୬୭ ଯାଏ କର୍ଜୟା କଳା ପରେ ଭବନ 'ଙ୍କ ପତ୍ରିକା , କଳାଇ ମାଗଳ , ଥିନାମଣି କାଠିର , ଅମୁଥୁସୁରଭି ଆଦି ପ୍ରକାଶନରେ କାର୍ଯ୍ୟ କରିଥିଲେ ଓ ପରେ ଜଣା ଶୁଣା ଚିତ୍ରକର ପଦ୍ମଭାଷନଙ୍କୁ ସେ ଦିଗଦର୍ଶନ ଦେଇଥିଲେ । 
 
ଦକ୍ଷିଣ ଭାରତର ସମସ୍ତ ପ୍ରାଚୀନ ମନ୍ଦିର ମାନଙ୍କୁମନ୍ଦିରମାନଙ୍କୁ ସେ ଭ୍ରମଣ କରି ସେଠାରେ ଥିବା ପ୍ରାଚୀନ କଳାକୃତି ମାନଙ୍କୁ ଅନୁଧ୍ୟାନ କରିଥିଲେ । ସେଠାରେ ସେ ରାତ୍ର କାଳରେ ମନ୍ଦିର ଖାଲି ହେଲା ପରେ ବସି ମନ୍ଦିରର ଭାସ୍କାର୍ଜୀର ପ୍ରତିକୃତି ଅଙ୍କନ କରୁଥିଲେ । ସେ ତାଙ୍କର ଅଙ୍କନ ସବୁ ଜରିଆରେ ତାଙ୍କର ପ୍ରଶଂଶକ ମାନଙ୍କୁ ମନ୍ଦିର ଗାତ୍ରାରେ ଥିବା ସୁନ୍ଦର କଳାକୁ ପ୍ରଦର୍ଶନ କରାଉଥିଲେ । ସେ ଦେବାଦେବୀଙ୍କ ପ୍ରତିକୃତିରେ ଥିବା ଅଳଙ୍କାର ସବୁକୁ ମଧ୍ୟ ନିଖୁଣ ଭାବରେ ଅଙ୍କନ ଚିତ୍ରରେ ସ୍ଥାନିତ କରୁଥିଲେ । ଭକ୍ତ ମାନେ ତାଙ୍କର ଅଙ୍କିତା ଚିତ୍ରକୁ ସେମାନଙ୍କ ପ୍ରାର୍ଥନା ଗୃହରେ ରଖି ପୂଜା ମଧ୍ୟ କରୁଥିବାର ଦେଖା ଯାଇଥାଏ । 
 
== ଆହାର ସମୂହ ==