"ପକୋଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଗାଲେରୀ -> ଗ୍ୟାଲେରି (ସଠିକ ବନାନ) (via JWB)
ଟିକେ "ମାନଙ୍କ" ଶବ୍ଦ ସହ ଲାଗିରହେ (via JWB)
୨୫ କ ଧାଡ଼ି:
== ପ୍ରସ୍ତୁତି ==
 
ପକୋଡ଼ା ସାଧାରଣତଃ ଜଳଖିଆ କିମ୍ବା କ୍ଷୁଧାବର୍ଧକ ରୂପେ ପ୍ରସ୍ତୁତ କରାଯାଇଥାଏ । ଗ୍ରେଟ ବ୍ରିଟେନରେ ଏହା ଏକ ଫାଷ୍ଟ ଫୁଡ଼ ରୂପେ ଲୋକପ୍ରିୟ ଅଟେ, ଯାହା ମୁଖ୍ୟତଃ ଭାରତ ଏବଂ ପାକିସ୍ତାନ ରେଷ୍ଟୁରାଣ୍ଟରେ ଉପଲବ୍ଧ ହୋଇଥାଏ । ମୁଖ୍ୟତଃ ଭାରତୀୟ ମାନେ ଏହାକୁ ବିଭିନ୍ନ ସମାରୋହରେ କୁଣିଆ ମାନଙ୍କକୁଣିଆମାନଙ୍କ ପାଇଁ ଚାହା ସହିତ ପକୋଡ଼ାର ମଧ୍ୟ ବ୍ୟବସ୍ଥା କରିଥାନ୍ତି । ତା ସହିତ ପକୋଡ଼ା ପାଇଁ ବିଭିନ୍ନ ଚଟଣି ମଧ୍ୟ ଦେଇଥାନ୍ତି ।
 
==ଗ୍ୟାଲେରି==
"https://or.wikipedia.org/wiki/ପକୋଡ଼ା"ରୁ ଅଣାଯାଇଅଛି