"ଆଳୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ "ମାନଙ୍କ" ଶବ୍ଦ ସହ ଲାଗିରହେ (via JWB)
୧୭ କ ଧାଡ଼ି:
 
== ଔଷଧୀୟ ଗୁଣ ==
ଆଳୁକୁ ପରିବା ମାନଙ୍କରପରିବାମାନଙ୍କର ରାଜା କୁହାଯାଇଥାଏ । ଅନ୍ୟ ପରିବା ମାନଙ୍କ ତୁଳନାରେ ଏହାର ମୂଲ୍ୟ ମଧ୍ୟ କମ ଅଟେ । ଖାଲି ଭାରତ ନୁହେଁ ଦୁନିଆରେ ସବୁଠାରେ ଲୋକେ ମାନେ ଆଳୁ ଖାଇଥାଆନ୍ତି । ଆଳୁ ଖାଇବାଦ୍ୱାରା ହଜମ କ୍ରିୟା ଭଲ ଭାବେ କାର୍ଯ୍ୟ କରେ, ହୃଦୟ ସୁସ୍ଥ ରହେ, କୋଲେଷ୍ଟ୍ରଲର ମାତ୍ରା କମ ରହେ। ଏଥିରେ କ୍ୟାଲସିୟମ ଓ ମେଟାବୋଲିଜିମ୍‍ ଅଧିକ ପରିମାଣରେ ଥିବାରୁ ଏହା ଆମ ସ୍ୱାସ୍ଥ୍ୟର ବହୁ ଉପକାର କରିଥାଏ ।<ref>http://www.samajalive.in/potato-3/34898.html</ref>
 
* ଆଳୁରେ ଫାଇବର , ପୋଟାସିୟମ, ଭିଟାମିନ ସି ଓ ବି ଥିବାରୁ ଏହା କୋଲେଷ୍ଟ୍ରଲର ମାତ୍ରାକୁ କମ କରେ । ଯାହାଦ୍ୱାରା ଆମ ହୃଦୟ ସୁସ୍ଥ ରହିଥାଏ ।
"https://or.wikipedia.org/wiki/ଆଳୁ"ରୁ ଅଣାଯାଇଅଛି