"ପୁଷ୍ଟିସାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଶ୍ରେଣୀ:CS1_errors:_explicit_use_of_et_al. Replacing et_al. with display-authors=etal
ଟିକେ ବନାନ ସଂଶୋଧନ (ମାନକ ଲିଖନ) (via JWB)
୭ କ ଧାଡ଼ି:
ଆମିନୋଏସିଡ ଗୁଡ଼ିକ ୩ ଭାଗରେ ବିଭକ୍ତ କରାଯାଏ: ଅତ୍ୟାବଶ୍ୟକ ଆମିନୋଏସିଡ, ଅଣଅତ୍ୟାବଶ୍ୟକ ଆମିନୋଏସିଡ ଓ କଣ୍ଡିସନାଲ ଆମିନୋଏସିଡ । ଅତ୍ୟାବଶ୍ୟକ ଆମିନୋଏସିଡ ଖାଦ୍ୟରେ ବାହାରୁ ନ ଆସିଲେ ଶରୀର ତିଆରି କରି ପାରେ ନାହିଁ । ଅଣଅତ୍ୟାବଶ୍ୟକ ଆମିନୋଏସିଡ ଶରୀରରେ ଆମିନୋଏସିଡରୁ ତିଆରି ହୁଏ ବା ପ୍ରୋଟିନ ବିଭାଜନରୁ ତିଆରି ହୁଏ । ରୋଗ ବା ଚାପ ସମୟ ବ୍ୟତୀତ ଅନ୍ୟ ସମୟରେ କଣ୍ଡିସନାଲ ଅମିନୋଏସିଡ ଆବଶ୍ୟକ ହୁଏ ନାହିଁ । <br />
ଅତ୍ୟାବଶ୍ୟକ ଆମିନୋଏସିଡ ‌- [[ଲିଉସିନ]], [[ଆଇସୋଲିଉସିନ]], [[ଭାଲିନ]], [[ଲାଇସିନ]], [[ଥ୍ରିଓନିନ]] (Threonine),[[ଟ୍ରିପ୍ଟୋଫେନ୍]], [[ମେଥିଓନିନ୍]], [[ଫିନାଇଲଆଲାନିନ୍]] ଓ [[ହିସ୍ଟିଡିନ୍]] । ଅଣଅତ୍ୟାବଶ୍ୟକ ଆମିନୋଏସିଡ - [[ଆଲାନିନ୍]], [[ଆସ୍ପାରାଜିନ୍]], [[ଆସ୍ପାର୍ଟିକ୍ ଏସିଡ୍]] ଓ [[ଗ୍ଲୁଟାମିକ୍ ଏସିଡ୍]] । କଣ୍ଡିସନାଲ ଅମିନୋଏସିଡ - [[ଆର୍ଜିନିନ୍]], [[ସିସ୍ଟିନ୍]], [[ଗ୍ଲୁଟାମିନ୍]], [[ଗ୍ଲାଇସିନ୍]], [[ପ୍ରୋଲିନ୍]], [[ସେରିନ୍]] ଓ [[ଟାଇରୋସିନ୍]]<ref name=nih1>{{cite web|title=Protein in diet|publisher=United States National Library of Medicine, National Institutes of Health|year=2009|url=http://www.nlm.nih.gov/medlineplus/ency/article/002467.htm}}</ref> ।<br />
ଆମିନୋଏସିଡ୍ ପ୍ରଣୀଜ ଖାଦ୍ୟ ଯଥା ମାଂସ, ଦୁଧ, ମାଛ ଓ ଅଣ୍ଡାରୁ ମିଳେ । ଉଦ୍ଭିଦରୁ ଯଥା ଶସ୍ୟ, ଡାଲି ଜାତୀୟ ଖାଦ୍ୟ, ସୋୟା, ଛୁଇଁ ଜାତିୟଜାତୀୟ ଖାଦ୍ୟ, ଫଳ, ମଞ୍ଜି ଓ ନଟ୍‌ରୁ ମିଳେ। ନିରାମିଷାଶୀ ଲୋକ ବିଭିନ୍ନ ପ୍ରକାର ଉଦ୍ଭିଦଜ ଖାଦ୍ୟରୁ ଯଥେଷ୍ଟ ଅତ୍ୟାବଶ୍ୟକ ଆମିନୋଏସିଡ ପାଇ ପାରିବେ<ref name=nih1/> ।
== ଶରୀରରେ ପୁଷ୍ଟିସାରର କାର୍ଯ୍ୟ ==
ଶରୀରର ବୃଦ୍ଧି ଓ ରକ୍ଷଣାବେକ୍ଷଣ ନିମନ୍ତେ ପୁଷ୍ଟିସାର ଏକ ପୋଷକ ରୁପେ କାର୍ଯ୍ୟ କରେ<ref name=proteinbody>{{Cite journal