"ହବିଷ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ବ/ୱ ଫଳା ବଦଳ |
ଟିକେ ବନାନ ସଂଶୋଧନ (ମାନକ ଲିଖନ) (via JWB) |
||
୧ କ ଧାଡ଼ି:
[[ଜଗନ୍ନାଥ|ଜଗନ୍ନାଥଙ୍କ]] ଲୀଳା ବଡ ବିଚିତ୍ର । ଠାକୁର ସ୍ନାନ କରନ୍ତି, ତାଙ୍କୁ ଜର ହୁଏ, ଦେବା ବିଗ୍ରହମାନଙ୍କୁ ଔଷଧ ମଧ୍ୟ ଲାଗି କରାଯାଏ । ଏଆହ ହେଉଛି ତାଙ୍କ ମାନବୀୟ ଲୀଳାର ଅଙ୍ଗ । ଜଗନ୍ନାଥଙ୍କ ଯାହା ବି କାମ ହେଉ ସେବାୟତ ମାନେ ନିଷ୍ଠାର ସହ କରନ୍ତି । ଏହି ନିଷ୍ଠା ପାଇଁ ସେମାନେ ହବିଷ କରନ୍ତି । ବିଭିନ୍ନ ସମୟରେ ବିଭିନ୍ନ ସେବାୟତ ମାନେ ହବିଷ କରନ୍ତି । ପୂର୍ବରୁ ମୁନି ଋଷି ମାନେ କଷ୍ଟ କରି ପ୍ରଭୁଙ୍କ କୃପା ଲାଭ କରିବା ପାଇଁ ତପସ୍ୟା କରିବା ଭଳି ଏହି ସେବାୟତ ମାନେ ହବିଷ କରି ପ୍ରଭୁଙ୍କ କୃପା ଲାଭ କରନ୍ତି । ଆଉ ସମସ୍ତ କଠିନ କାମ ଅତି ସହଜରେ ସମ୍ପାଦନ କରନ୍ତି । ଦୋଳାଦେବୀ କଡରେ ଥିବା କମାରଶାଳରେ ସ୍ନାନପୁର୍ଣିମା ପରଦିନଠାରୁ ଗୁପ୍ତଘର ନିର୍ମାଣ ହୋଇଛି । ବାହାରେ ତିନୋଟି ଶାଳରେ ରଥ ଓ ବିଗ୍ରହ ନିର୍ମାଣ ପାଇଁ ବିଭିନ୍ନ ଲୁହାସମଗ୍ରୀ ନିର୍ମାଣ ହେଉଥିବାବେଳେ ଗୁପ୍ତ ଘରେ ଗୁପ୍ତ ସେବା ଚାଲିଛି । ଏହି ଗୁପ୍ତ ଘରକୁ କେବଳ ତିନିବାଡର ମୁଖ୍ୟ କାମର ସେବକଙ୍କୁ ଅନୁମତି ଅଛି । ଏହି ସମୟରେ ମୁଖ୍ୟ ସେବକମାନେ ହବିଷରେ
|