"ସଲମାନ ବିନ ଇବ୍ରାହିମ ଅଲ-ଖଲିଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ସଠିକ ବନାନ (via JWB)
ଟିକେ (added Category:ଫୁଟବଲ using HotCat)
ଟିକେ (ସଠିକ ବନାନ (via JWB))
|}}
 
'''ଶେଖ ସଲମାନ ବିନ ଇବ୍ରାହିମ ଅଲ-ଖଲିଫା''' (୨ ନଭେମ୍ବର ୧୯୬୫ ମସିହାରେ ଜନ୍ମ) ୨ ମଇ ୨୦୧୩ ମସିହାରୁ ଏସିଆନ ଫୁଟବଲ ସଙ୍ଗଠନର ଅଧ୍ୟକ୍ଷ ଅଟନ୍ତି । ଏ ଏଫ ସିର ଅଧ୍ୟକ୍ଷ ଋପେରୂପେ ତାଙ୍କର ଶୁଣାଣି ପୂର୍ବରୁ, ସେ ବହରିନ ଫୁଟବଲ ଆସୋସିଏସନ ପରିଚାଳକ ଥିଲେ, <ref>{{cite web|author=&nbsp;&nbsp;Posted on » Monday, May 04, 2009 |url=http://archives.gdnonline.com/NewsDetails.aspx?date=04/07/2015&storyid=249589 |title=Sports News » 'I don't want to be AFC head' |publisher=Gulf Daily News |date=2009-05-04 |accessdate=2017-07-08}}</ref> ଏବଂ ପରେ ଏସିଆଇ ଫୁଟବଲ ପରିସଂଘ ଅନୁଶାସନ ସମିତିର ଅଧ୍ୟକ୍ଷ ଏବଂ ଫୀଫା ଅନୁଶାସନ ସମିତିର ଉପାଧ୍ୟକ୍ଷ ଅଟନ୍ତି ।<ref>[https://www.fifa.com/aboutfifa/federation/bodies/committee=1882042.html Disciplinary Committee], [[FIFA]].{{dead link|date=July 2017}}</ref> ସେ ଫୀଫା ପରିଷଦର ସଦସ୍ୟ ଏବଂ ଫୀଫା ବିକାସ ସମିତୀର ଅଧ୍ୟକ୍ଷ ଅଟନ୍ତି ।
 
== ଜିବନୀ ==
୧୩,୮୭୨

ଗୋଟି ସମ୍ପାଦନା