"ହିନ୍ଦୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିକି ରହିବ (via JWB)
ଟିକେ ବନାନ ସଂଶୋଧନ (via JWB)
୬ କ ଧାଡ଼ି:
ହିନ୍ଦୁ ଶବ୍ଦଟି [[ସିନ୍ଧୁ ନଦୀ]]ରୁ ଆସିଅଛି । ସିନ୍ଧୁନଦୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ,ଆରବିକ ଅଧିବାସୀମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ।ସିନ୍ଧୁନଦୀର ପୂର୍ବଦେଶ [[ହିନ୍ଦୁସ୍ତାନ]],ସେଠାରେ ରହୁଥିବା ଅଧିକଂଶ ଅଧିବାସୀ ହିନ୍ଦୁ ।
 
ହିନ୍ଦୁ ଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କଦ୍ୱାରା ସ୍ଥାପନା କରାଯାଇନାହିଁ। ଏହା ପ୍ରାଚୀନ କାଳରୁ ଭିନ୍ନ ଭିନ୍ନ ମତ ଓ ବିଶ୍ୱାସରୁ ଉତ୍ପନ୍ନ ହେଇଛି।ହୋଇଛି। ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ। ହିନ୍ଦୁଧର୍ମର ମୂଳସତ୍ତ୍ୱ - ସତ୍ୟ,ଅହିଂସା,ଦୟା,କ୍ଷମା ଓ ଦାନ। ସେଥିପାଇଁ ନିଜର ମନ,ବଚନ ଓ କର୍ମଦ୍ୱାରା ହିଂସାଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ। ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। [[ପୁରାଣ]] ଅନୁସାରେ ପୃଥିବୀର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା। ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ।
 
୯୨ କୋଟି ଧର୍ମାବଲମ୍ବୀଙ୍କ ସହିତ ହିନ୍ଦୁ ଧର୍ମ,[[ଖ୍ରୀଷ୍ଟ ଧର୍ମ]] ଓ [[ଇସଲାମ ଧର୍ମ]] ପରେ ଦୁନିଆର ୩ୟ ବଡ଼ ଧର୍ମ। ହିନ୍ଦୁଧର୍ମର ଅଧିକାଂଶ ଧର୍ମାବଲମ୍ବୀ [[ଭାରତ]] ଓ [[ନେପାଳ]]ରେ ବସବାସ କରନ୍ତି।
"https://or.wikipedia.org/wiki/ହିନ୍ଦୁ"ରୁ ଅଣାଯାଇଅଛି