"ଅଭିମନ୍ୟୁ ସାମନ୍ତସିଂହାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
ଟିକେ "ଢ" ତଳେ ବିନ୍ଦୁ ବହୁପ୍ରଚଳିତ ବନାନ (via JWB)
୨୧ କ ଧାଡ଼ି:
}}
 
'''ଅଭିମନ୍ୟୁ ସାମନ୍ତସିଂହାର''' (୨୩ ଫେବୃଆରୀ ୧୭୬୦<ref>{{cite web|title=ABHIMNYU SAMANTA SINGHARA|url=http://orissadiary.com/personality/poet/ABHIMNYU_SAMANTA_SINGHARA%20.asp|publisher=orissadiary|accessdate=23 September 2016}}</ref>, ଅନ୍ୟମତ ୧୭୫୭<ref>ଓଡ଼ିଆ ଗୀତିକାବ୍ୟ ସଙ୍କଳନ, ସଂକଳନ ଓ ସମ୍ପାଦନା : ଜାନକୀ ବଲ୍ଲଭ ମହାନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୭୭ ।</ref> - ୧୫ ଜୁନ ୧୮୦୬<ref>{{cite web|title=ଯାଜପୁର ସଂସ୍କୃତି ବିକାଶ ପରିଷଦ|url=http://www.jajpursanskrutibikashparishad.org/jajur_glance.php|accessdate=3 May 2014}}</ref>) <!--ଅଷ୍ଟାଦଶ ଶତାବ୍ଦୀ--> [[ଯାଜପୁର ଜିଲ୍ଲା]]ର ବାଲିଆଠାରେ ଜନ୍ମିତ ଜଣେ ପୁରାତନ [[ଓଡ଼ିଆ ଭାଷା|ଓଡ଼ିଆ]] କବି। ତରୁଣ ବୟସରେ ସେ ବାଘ ଗୀତ, ଚଢାଇଚଢ଼ାଇ ଗୀତ ଆଦି ରଚନା କରି ଓଡ଼ିଆ ଲୋକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି। [[s:ବିଦଗ୍ଧ ଚିନ୍ତାମଣି|ବିଦଗ୍ଧ ଚିନ୍ତାମଣି]] ତାଙ୍କ ଶ୍ରେଷ୍ଠ କୃତି।ଅଭିମନ୍ୟୁ ସାମନ୍ତସିଂହାର
ଓଡ଼ିଆ କବି
 
ଅଭିମନ୍ୟୁ ସାମନ୍ତସିଂହାର (୨୩ ଫେବୃଆରୀ ୧୭୬୦, ଅନ୍ୟମତ ୧୭୫୭ - ୧୫ ଜୁନ ୧୮୦୬) ଯାଜପୁର ଜିଲ୍ଲାର ବାଲିଆଠାରେ ଜନ୍ମିତ ଜଣେ ପୁରାତନ ଓଡ଼ିଆ କବି। ତରୁଣ ବୟସରେ ସେ ବାଘ ଗୀତ, ଚଢାଇଚଢ଼ାଇ ଗୀତ ଆଦି ରଚନା କରି ଓଡ଼ିଆ ଲୋକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି। ବିଦଗ୍ଧ ଚିନ୍ତାମଣି ତାଙ୍କ ଶ୍ରେଷ୍ଠ କୃତି।
 
Quick Facts: ବିଦଗ୍ଧ କବିଅଭିମନ୍ୟୁ ସାମନ୍ତସିଂହାର ମହାପାତ୍ର, ଜନ୍ମ ଓ ଜନ୍ମସ୍ଥାନ ...