"ଲକ୍ଷ୍ମୀ ପୁରାଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଠିକ ବନାନ (via JWB)
ଟିକେ "ଢ" ତଳେ ବିନ୍ଦୁ ବହୁପ୍ରଚଳିତ ବନାନ (via JWB)
୭ କ ଧାଡ଼ି:
 
== ଲୋକପ୍ରିୟତା ==
ଏହା ଓଡ଼ିଶାର ଘରେ ଘରେ [[ମାଣବସା ଗୁରୁବାର]] ନାମରେ ମଧ୍ୟ ଖ୍ୟାତ । ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ । ଓଡ଼ିଶା ବ୍ୟତୀତ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡରେ ମଧ୍ୟ ଏହି ପର୍ବ ପାଳିତ ହୁଏ । ଲକ୍ଷ୍ମୀପୂଜାର ବିଷୟବସ୍ତୁ ଉପରେ ଆଧାରିତ ଅନେକ ଚଳଚ୍ଚିତ୍ର ଏହାର ଲୋକପ୍ରିୟତାକୁ ଆହୁରି ବଢାଇବଢ଼ାଇ ଦେଇଛି । ୨୦୦୭ରେ [[ସବ୍ୟସାଚୀ ମହାପାତ୍ର]]ଙ୍କ ନିର୍ଦ୍ଦେଶନାରେ ନିର୍ମିତ [[ଜୟ ଜଗନ୍ନାଥ]] ଚଳଚ୍ଚିତ୍ର ସେତେବେଳେ ୧୫ଟି ଭାରତୀୟ ଭାଷାରେ ମୁକ୍ତିଲାଭ କରିଥିଲା ।<ref>http://www.realbollywood.com/2006/11/oriya-movie-jai-jagannath-creates-history.html</ref><ref>[[ଜୟ ଜଗନ୍ନାଥ]]</ref>
 
== ଅଧିକ ତଥ୍ୟ ==