"ଇୟାନ ଚାପେଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ସଂଶୋଧନ (via JWB)
ଟିକେ ବନାନ ସଂଶୋଧନ (via JWB)
୩ କ ଧାଡ଼ି:
ଇୟାନ ଚ୍ଯାପେଲଙ୍କ "ହୁକ " ଶଟ ତାଙ୍କର trade mark ଶୋଠ ବୋଲି କୁହାଯାଉଥିଲା । ବାଉନ୍ସର ବଲକୁ ସେ ଆରମରେ ହୁକ କରି ପଡିଆ ବାହାରକୁ ପଠେଇବାରେ ଉସତଡ ଥିଲେ .। ତା ସଙ୍ଗେ ସଙ୍ଗେ ସେ ଜଣେ ଚମତ୍କାର ଫିଲଡର ମଧ୍ୟ ଥିଲେ ଓ ଟେଷ୍ଟରେ ୧୦୦ରୁ ବେସୀ କ୍ଯାଚ ନେଇଥିଲେ । 
 
୧୯୮୦ରେ ଅବସର ନେବା ପରେ ସେ ଚାନେଲଚ୍ୟାନେଲ ୯ ନାମରେ କ୍ରିକେଟ ଚ୍ୟାନେଲରେ ପ୍ରମୁଖ ଭାଷ୍ୟକାର ଭୂମିକା ଗ୍ରହଣ କଲେ । ICC ହଲ ଓଫ ଫେମ ପୁରସ୍କାର ସେ ୨୦୦୯ରେ ପାଇଥିଲେ । କିମ୍ବଦନ୍ତୀ ସ୍ପିନ ବୋଲର ଶେନ ବର୍ନ ତାଙ୍କଦ୍ୱାରା ହିଁ ପ୍ରେରିତ ହେଇ ଥିବା କୁହନ୍ତି । 
 
== ପରିବାର ଓ ପ୍ରଥମ ଅବଦାନ ==
୨୧ କ ଧାଡ଼ି:
 
== ବିଶ୍ୱ ସିରିଜ କ୍ରିକେଟ ==
ଇୟାନ ୧୯୭୬ /୭୭ରେ ଚାନେଲଚ୍ୟାନେଲ ୯ ପ୍ରଯୋଜିତ ବିଶ୍ୱ ସିରିଜ କ୍ରିକେଟର ଆରମ୍ଭରେ ମୁଖ୍ୟ ଭୂମିକା ନେଇ ଏକ ବିଦ୍ରୋହୀ ସିରିଜ ଆରମ୍ଭ କଲେ , ଯାହା ବେସ କିଛି ଆନ୍ତର୍ଜାତୀୟ ଖେଳାଳିଙ୍କୁ ମୁଖ୍ୟ ଧାରାରୁ ବାହାର କରିନେଲା । ପରେ ଅବଶ୍ୟ ତାହା ବନ୍ଦ ହେଇଗଲା । ଏହା ପରେ ଇୟାନ ୧୯୭୯ରେ ପୁଣି ଅଷ୍ଟ୍ରେଲିଆ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିଲେ । 
 
=== ଏକ ଦିବାସୀୟ ପ୍ରଦର୍ଶନ ===