"ସୁରେନ୍ଦ୍ରନାଥ ଦ୍ୱିବେଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanaranjan sahu ପୃଷ୍ଠାଟିକୁ ସୁରେନ୍ଦ୍ରନାଥ ଦ୍ବିବେଦୀରୁ ସୁରେନ୍ଦ୍ରନାଥ ଦ୍ୱିବେଦୀକୁ ଘୁଞ୍ଚାଇଲେ
ଟିକେ ବନାନ ସଂଶୋଧନ (via JWB)
୩୬ କ ଧାଡ଼ି:
'''ସୁରେନ୍ଦ୍ରନାଥ ଦ୍ୱିବେଦୀ''' ଜଣେ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଜନେତା ଓ ଲେଖକ ଥିଲେ । ସେ ୧୯୧୩ ମସିହା ଫେବୃଆରୀ ୧୧ତାରିଖରେ<ref>{{cite web|title=TODAY IN INDIAN HISTORY: Events for February 11|url=http://www.indianage.com/0211.html|publisher=IndianAge|accessdate=13 December 2014}}</ref> ଅବିଭକ୍ତ କଟକ ଜିଲ୍ଲାର ଖଣ୍ଡାସାହିରେ ଜନ୍ମଗ୍ରହଣ କରିଥିଲେ । ୧୯୩୦ରେ ପାଠପଢ଼ା ଛାଡ଼ି ସେ ଅସହଯୋଗ ଅାନ୍ଦୋଳନରେ ଯୋଗ ଦେଇଥିଲେ । ଭାରତ ଛାଡ଼ ଆନ୍ଦୋଳନ ତଥା ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରି ସେ ମୋଟ ସାତବର୍ଷ କାରାବାସ ଦଣ୍ଡ ପାଇଥିଲେ ।<ref>{{cite web|title=LOK SABHA _ SYNOPSIS OF DEBATES|url=http://parliamentofindia.nic.in/lsdeb/ls13/ses8/191101.html|publisher=LOK SABHA SECRETARIAT|accessdate=13 December 2014}}</ref>
 
୧୯୪୬ରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସର ସାଧାରଣ ସଂପାଦକ ହୋଇଥିଲେ । ୧୯୫୦ରେ ପତ୍ନୀଙ୍କ ବିୟୋଗ ପରେ ନିଜକୁ ରାଜନୀତି ଓ ସମାଜସେବାରେ ସମ୍ପୂର୍ଣସମ୍ପୂର୍ଣ୍ଣ ସମର୍ପି ଦେଇଥିିଲେ ।<ref name=ରାଜଭବନ>{{cite web|last=ପଣ୍ଡା|first=ଶୁଭ୍ରାଂଶୁ|title=ରାଜଭବନରେ ଓଡ଼ିଆ|url=http://sambadepaper.com/epaperpdf%5C11122014%5C11-md-bm-8.pdf|publisher=ସମ୍ବାଦ|accessdate=13 December 2014}}</ref>
୧୯୫୨ରେ [[ଓଡ଼ିଶାର ରାଜ୍ୟସଭା ସଭ୍ୟ ମାନଙ୍କର ତାଲିକା|ରାଜ୍ୟ ସଭା ସଦସ୍ୟ]] ହୋଇଥିଲେ । ୧୯୫୭ରେ ସେ ପ୍ରଥମ ଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଲଗାତାର ତିନିଥର [[କେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)|କେନ୍ଦ୍ରାପଡ଼ା]]ରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।<ref>{{cite web|title=Kendrapara Election Results 2014|url=http://www.elections.in/orissa/parliamentary-constituencies/kendrapara.html|publisher=Elections.in|accessdate=13 December 2014}}</ref>
୧୯୬୨ରୁ ୭୦ ପର୍ଯ୍ୟନ୍ତ ସେ ପ୍ରଜା ସୋସାଲିଷ୍ଟ ପାର୍ଟିର ସଂସଦୀୟ ଦଳ ନେତା ଥିଲେ ।<ref>{{cite web|title=4th Lok Sabha Members Bioprofile|url=http://164.100.47.132/LssNew/biodata_1_12/1167.htm|accessdate=13 December 2014}}</ref>