"ଭାରତୀୟ ମୁଦ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ୨୫ ପଇସା
୧୯ କ ଧାଡ଼ି:
===ଏକ ଟଙ୍କା (୧ ଟଙ୍କା)===
 
==ଧାତବ ମୁଦ୍ରା (କଏନ୍)==
 
===ଦଶ ଟଙ୍କା(୧,୦୦୦ ପଇସା)===
 
===ପାଞ୍ଚ ଟଙ୍କା(୫୦୦ ପଇସା)===
ପାଞ୍ଚଟଙ୍କିଆ ମୁଦ୍ରା କ୍ୟୁପ୍ରୋ-ନିକେଲ ଧାତୁରେ ନିର୍ମିତ ୤ ଏହାର ଓଜନ ୯.୦ ଗ୍ରାମ | ଏହାର ବ୍ୟାସ ୨୩ ମି.ମି. ଓ ଆକୃତି ଗୋଲାକାର ୤
 
===ଦୁଇ ଟଙ୍କା(୨୦୦ ପଇସା)===
ଦୁଇଟଙ୍କିଆ ମୁଦ୍ରା ମୁଦ୍ରା କ୍ୟୁପ୍ରୋ-ନିକେଲ ଧାତୁରେ ନିର୍ମିତ ୤ ଏହାର ଓଜନ ୬.୦ ଗ୍ରାମ ଏହାର ବ୍ୟାସ ୨୬ ମି.ମି. ଓ ଆକୃତି ଏକାଦଶ କୋଣୀୟ ୤
 
===ଏକ ଟଙ୍କା(୧୦୦ ପଇସା)===
ଏକଟଙ୍କିଆ ମୁଦ୍ରା ଫେରୋଟିକ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ ଧାତୁରେ ନିର୍ମିତ ୤ ଏହାର ଓଜନ ୪.୮୫ ଗ୍ରାମ | ଏହାର ବ୍ୟାସ ୨୫ ମି.ମି. ଓ ଆକୃତି ଗୋଲାକାର ୤
 
===୫୦ ପଇସା===
ପଚାଶ ପଇସା ମୁଦ୍ରା ଫେରୋଟିକ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ ଧାତୁରେ ନିର୍ମିତ ୤ ଏହାର ଓଜନ ୩.୭୯ ଗ୍ରାମ| ଏହାର ବ୍ୟାସ ୨୨ ମି.ମି. ଓ ଆକୃତି ଗୋଲାକାର ୤
 
===୨୫ ପଇସା===
<!--ପଚିଶ ପଇସା ମୁଦ୍ରା ଫେରୋଟିକ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ ଧାତୁରେ ନିର୍ମିତ ୤ ଏହାର ଓଜନ ୨.୮୩ ଗ୍ରାମ| ଏହାର ବ୍ୟାସ ୧୯ ମି.ମି. ଓ ଆକୃତି ଗୋଲାକାର ୤-->
 
ଆଧୁନିକ ୨୫ ପଇସାର ପ୍ରଚଳନ ୧୯୫୫ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା ୤ ଏହା ପୂର୍ବରୁ ଏହାକୁ ୧୬ ଅଣାର ଏକ ଚତୁର୍ଥାଂଶ ଚାରି ଅଣା ବା ଚାରଣା ବା ଚାରଣି କୁହାଯାଉଥିଲା ୤ ୧୮୩୦ ମସିହାରେ, ବିଲିୟମ ଚତୁର୍ଥଙ୍କ ଶାସନ ସମୟରେ ପ୍ରଥମେ ରୁପା ତିଆରି ଚାରିଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା ୤ ୧୮୪୦ମସିହାରେ ରାଣୀ ଭିକ୍ଟୋରିଆ ଭାରତର ସାମ୍ରାଜ୍ଞୀ ଭାବେ ଭୂଷିତ ହେବା ପରେ ଏହି ରୁପାମୁଦ୍ରାକୁ ଅଧିକ ଆକର୍ଷଣୀୟ କରାଯାଇଥିଲା ୤ ୧୯୧୯ ମସିହାରେ ରୁପା ବଦଳରେ ନିକେଲ ତିଆରି ଚାରି ଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା ୤ ଏହି ମୁଦ୍ରା ଉପରେ ସମ୍ରାଟ ପଞ୍ଚମ ଜର୍ଜଙ୍କ ଛବି ରହିଥିଲା ୤ ଦେଶ ସ୍ବାଧିନ ହେବା ପରେ ୧୯୫୦ ମସିହା ଅଗଷ୍ଟ ୧୫ରେ ନୂତନ ମୁଦ୍ରା ପ୍ରଚଳନ ହୋଇଥିଲା, ଯେଉଁଥିରେ ନିକେଲ ନିର୍ମିତ ଚାରଣି ଥିଲା ୤ ୧୯୫୭ ମସିହା ଏପ୍ରିଲ ୧ ତାରିଖରେ ଇଣ୍ଡିଆନ କଏନେଜ ଆକ୍ଟ ଲାଗୁ ହେବା ପରେ ଆସିଲା ଚାରଣିର ନୂଆ ରୁପ – ୫ ଗ୍ରାମ ଓଜନ ବିଶିଷ୍ଟ ୨୫ ନୂଆ ପଇସା ୤ ୧୯୮୮ ରେ କଳଙ୍କିହିନ ଇସ୍ପାତ ନିର୍ମିତ ଓ ୨.୮୩ ଗ୍ରାମ ଓଜନ ବିଶିଷ୍ଟ ୨୫ ପଇସା ୤ ୨୦୦୨ ମସିହାରେ ଶେଷଥର ପାଇଁ ନୂଆ ପଚିଶି ପଇସା ବଜାରକୁ ଆସିଥିଲା ୤
 
* ୨୦୧୧ମସିହା ଜୁଲାଇ ପହିଲା ଠାରୁ ଭାରତର ରିଜର୍ଭ ବ୍ୟାଙ୍କ ପଚିଶ ପଇସାର ପ୍ରଚଳନ ବନ୍ଦ କରି ଦେଇଛନ୍ତି ୤
 
===୧୦ ପଇସା===
ଦଶ ପଇସା ମୁଦ୍ରା ଫେରୋଟିକ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ ଧାତୁରେ ନିର୍ମିତ ୤ ଏହାର ଓଜନ ୨.୦୦ ଗ୍ରାମ| ଏହାର ବ୍ୟାସ ୧୬ ମି.ମି. ଓ ଆକୃତି ଗୋଲାକାର ୤
 
===୫ ପଇସା===