"ପ୍ରେମ ବିବାହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଚଳଣି using HotCat
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
 
୩ କ ଧାଡ଼ି:
== ଭାରତରେ ପ୍ରେମ ବିବାହ ==
ପ୍ରେମିକ ଓ ପ୍ରେମିକା ଦୁହେଁ ଦୁହିଁଙ୍କ ପାଇଁ ବାହାଘର ଠିକ କରିଥାନ୍ତି । ଏହି ବିବାହ ଜାତି,ଧର୍ମ,ସାମାଜିକ ପ୍ରଥାକୁ ଭାଙ୍ଗି ଦେଇ ପାରେ ।
ଭାରତରେ ଏହା ୧୯୭୦ ପର ଠାରୁପରଠାରୁ ପ୍ରଚଳିତ ହୋଇଥିଲା । ଏହି ବିବାହରେ ପରିବାରର ସୀକୃତି ବାଧ୍ୟତାମୂଳକ ନୁହେଁ । "ପ୍ରେମ ବିବାହ" ଶବ୍ଦର ବ୍ୟଭାର ବିବାହର ଏକ ନୂତନ ଅବଶର ଋପକୁ ଧ୍ୟାନାନ୍ତର କରାଇଥାଏ, ଯେଉଁଥିରେ ଆୟୋଜିତ ବିବାହ ଓ ପ୍ରେମ ବିବାହର ତତ୍ତ୍ୱ ଉଭୟ ସାମିଲ ହୋଇ ରହିଥାଏ ।<ref name="Twamley2014">{{cite book|author=Katherine Twamley|title=Love, Marriage and Intimacy Among Gujarati Indians: A Suitable Match|url=https://books.google.com/books?id=haUAAwAAQBAJ&pg=PA68|accessdate=31 January 2015|date=12 February 2014|publisher=Palgrave Macmillan|isbn=978-1-137-29430-2|page=68}}</ref>
୨୦୧୨ ଏନଡ଼ିଟିଭି ସର୍ଭେ ଅନୁସାରେ ୭୪% ଲୋକେ ଆୟୋଜିତ ବିବାହକୁ ପସନ୍ଦ କରିଥିଲେ ।<ref name=StillArranged>{{cite news|title=NDTV mid-term poll: Does India still want arranged marriages?|url=http://www.ndtv.com/india-news/ndtv-mid-term-poll-does-india-still-want-arranged-marriages-498043|accessdate=14 February 2015|work=[[NDTV]]|date=5 September 2015}}</ref>
୨୦୧୪ ମସିହାରେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷ ଏବଂ "ଇଣ୍ଟରନ୍ୟାସନାଲ ସେଣ୍ଟର ଫର ରିସର୍ଚ ଅନ ଓମ୍ୟାନ"ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣା ପଡିଲା କି, ୧୧.୭% ପୁରୁଷ ଓ ୮.୫% ମହିଳାମାନେ ନିଜ ଜୀବନସାଥୀଙ୍କୁ ନିଜେ ବାଛି ଥିଲେ ଏବଂ ପରିବାର ସହମତି କିମ୍ବା ବିନା ସହମତିରେ ବିବାହ କରିଥିଲେ ।<ref>{{Cite web|url = http://www.icrw.org/publications/masculinity-intimate-partner-violence-and-son-preference-india|title = Masculinity, Intimate Partner Violence and Son Preference in India|publisher = International Center for Research on Women}}</ref>