"ଭାରତ ରତ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
+ ଭାରତ ରତ୍ନ ବିଜେତାଙ୍କ ତାଲିକା
ଟିକେ r2.7.2) (robot Removing: en:Bharata Ratna; cosmetic changes
୧ କ ଧାଡ଼ି:
ଭାରତରତ୍ନ - ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ । କଳା, ସାହିତ୍ୟ ଏବଂ ବିଜ୍ଞାନର ଉନ୍ନତି କଳ୍ପେ ବିରଳ ସେବା ଏବଂ ଜନସେବା କ୍ଷେତ୍ରରେ ମହାନ ଅବଦାନ ଲାଗି ଅସାଧାରଣ ଦକ୍ଷତା ଥିବା ଲୋକମାନେ ଏହି ସମ୍ମାନ [[ଭାରତର ରାଷ୍ଟ୍ରପତି| ରାଷ୍ଟ୍ରପତି]]ଙ୍କ ଠାରୁ ଗ୍ରହଣ କରନ୍ତି |
 
== ଭାରତ ରତ୍ନ ବିଜେତାଙ୍କ ତାଲିକା ==
{| class="wikitable" border="1"
!ବିଜେତାଙ୍କ ନାମ!!ଜୀବନ କାଳ!!କେଉଁ ବର୍ଷ!!ସୁଚନା
|-
|| ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍||[୧୮୮୮-୧୯୭୫]|| (୧୯୫୪)|| ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ [[ଭାରତ]]ର ପ୍ରଥମ ଉପ ରାଷ୍ଟ୍ରପତି ତଥା ଦ୍ବିତୀୟ [[ଭାରତର ରାଷ୍ଟ୍ରପତି| ରାଷ୍ଟ୍ରପତି]]
|-
|| ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ||[୧୮୭୮-୧୯୭୨]|| (୧୯୫୪)|| ସ୍ବାଧୀନତା ସଂଗ୍ରାମୀ, [[ଭାରତ]]ର ପ୍ରଥମ ତଥା ଶେଷ ଭାରତୀୟ ଗଭର୍ଣ୍ଣର ଜେନେରାଲ, ପଶ୍ଚିମ ବଙ୍ଗର ପୂର୍ବତନ ରାଜ୍ୟପାଳ, ମାଡ଼୍ରାସ ର ମୁଖ୍ୟମନ୍ତ୍ରୀ
୨୫ କ ଧାଡ଼ି:
|| ପୁରୁଷୋତ୍ତମଦାସ ଟଣ୍ଡନ||[୧୮୮୨-୧୯୬୨]|| (୧୯୬୧)|| ସ୍ବାଧୀନତା ସଂଗ୍ରାମୀ
|-
|| ରାଜେନ୍ଦ୍ର ପ୍ରସାଦ ||[୧୮୮୪-୧୯୬୩]|| (୧୯୬୨)|| ଡକ୍ଟର ରାଜେନ୍ଦ୍ର ପ୍ରସାଦ ସ୍ବାଧୀନତା ସଂଗ୍ରାମୀ, [[ଭାରତ]]ର ପ୍ରଥମ [[ଭାରତର ରାଷ୍ଟ୍ରପତି| ରାଷ୍ଟ୍ରପତି]], ନ୍ୟାସନାଲ କଲେଜ, ପାଟନା ର ପ୍ରତିଷ୍ଠାତା
|-
|| ଜାକିର ହୁସେନ ||[୧୮୯୭-୧୯୬୯]|| (୧୯୬୩)|| ଡକ୍ଟର ଜାକିର ହୁସେନ [[ଭାରତ]]ର ଦ୍ବିତୀୟ ଉପ ରାଷ୍ଟ୍ରପତି ତଥା ତୃତୀୟ [[ଭାରତର ରାଷ୍ଟ୍ରପତି| ରାଷ୍ଟ୍ରପତି]], ଶିକ୍ଷାବିତ
|-
|| ପାଣ୍ଡୁରଙ୍ଗ ବାମନ କାଣେ ||[୧୮୮୦-୧୯୨୭]|| (୧୯୬୩)|| ସମାଜ ସଂସ୍କାରକ, ସଂସ୍କୃତ ପଣ୍ଡିତ
୩୫ କ ଧାଡ଼ି:
|| ଇନ୍ଦିରା ଗାନ୍ଧୀ ||[୧୯୧୭-୧୯୮୪]|| (୧୯୭୧)||[[ଭାରତ]]ର ଚତୁର୍ଥ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
|-
|| [[ବରାହଗିରି ଭେଙ୍କଟଗିରି|ଭି. ଭି. ଗିରି]] ||[୧୮୯୪-୧୯୮୦]|| (୧୯୭୫)|| ବରାହଗିରି ଭେଙ୍କଟ ଗିରି, [[ଭାରତ]]ର ତୃତୀୟ ଉପ ରାଷ୍ଟ୍ରପତି ତଥା ଚତୁର୍ଥ [[ଭାରତର ରାଷ୍ଟ୍ରପତି| ରାଷ୍ଟ୍ରପତି]], ଶ୍ରମିକ ନେତା
|-
|| କେ କାମରାଜ||[୧୯୦୩-୧୯୭୫]|| (୧୯୭୬-ମରଣୋତ୍ତର)|| କୁମାରସ୍ବାମୀ କାମରାଜ ସ୍ବାଧୀନତା ସଂଗ୍ରାମୀ, ମାଡ଼୍ରାସର ପୂର୍ବତନ ମୁଖ୍ୟମନ୍ତ୍ରୀ
୪୯ କ ଧାଡ଼ି:
|| ବି. ଆର. ଆମ୍ବେଦକର||[୧୮୯୧-୧୯୫୬]|| (୧୯୯୦-ମରଣୋତ୍ତର)|| ଭୀମରାଓ ରାମଜୀ ଆମ୍ବେଦକର ଭାରତୀୟ ସମ୍ବିଧାନର ପ୍ରଣେତା
|-
|| ନେଲସନ ମଣ୍ଡେଲା ||[୧୯୧୮]|| (୧୯୯୦)|| ଡଃ ନେଲସନ ମଣ୍ଡେଲା ଆଫ୍ରିକାର ଗାନ୍ଧୀ ଭାବେ ପରିଚିତ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ [[ଭାରତର ରାଷ୍ଟ୍ରପତି| ରାଷ୍ଟ୍ରପତି]]
|-
|| ରାଜୀବ ଗାନ୍ଧୀ||[୧୯୪୪-୧୯୯୧]|| (୧୯୯୧-ମରଣୋତ୍ତର)||[[ଭାରତ]]ର ସପ୍ତମ ଓ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ
୬୫ କ ଧାଡ଼ି:
|| ସୁବାସ ଚନ୍ଦ୍ର ବୋଷ ||[୧୯୮୭-୧୯୪୫]||(୧୯୯୨)|| ପରେ ପ୍ରତ୍ୟାହୃତ ହୋଇଥିଲା
|-
|| ଏ.ପି.ଜେ. ଅବଦୁଲ କଲାମ||[୧୯୩୧-]|| (୧୯୯୭)|| ଡଃ ଅବୁଲ ଫକୀର ଜୈନ୍ୟୁଲାବେଦ୍ଦିନ ଅବଦୁଲ କଲାମ, ପ୍ରତିରକ୍ଷା ବିଜ୍ଞାନୀ, [[ଭାରତ]]ର ଏକାଦଶ [[ଭାରତର ରାଷ୍ଟ୍ରପତି| ରାଷ୍ଟ୍ରପତି]]
|-
|| ଗୁଲଜାରୀଲାଲ ନନ୍ଦା||[୧୮୯୮-୧୯୯୮]|| (୧୯୯୭-ମରଣୋତ୍ତର)|| ସ୍ବାଧୀନତା ସଂଗ୍ରାମୀ, [[ଭାରତ]]ର ପୂର୍ବତନ କାମଚଳା ପ୍ରଧାନମନ୍ତ୍ରୀ
୯୦ କ ଧାଡ଼ି:
|}
 
== ବାହାର ଲିଙ୍କ ==
* [http://india.gov.in/myindia/bharatratna_awards.php ଭାରତ ରତ୍ନ ସମ୍ମାନ]
 
[[ବିଭାଗ: ଭାରତୀୟ ପୁରସ୍କାର]]
[[en: Bharata Ratna]]