"ହେମନ୍ତ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ: ହେମନ୍ତ ଦାସ
 
ଟିକେ r2.7.2) (robot Removing: en:Hemanta Das; cosmetic changes
୧୬ କ ଧାଡ଼ି:
'''{{PAGENAME}}''' ଜଣେ ଖ୍ୟାତନାମା [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] ସିନେ ଅଭିନେତା । ତାଙ୍କର ଜନ୍ମ ୧୯୩୪ ମସିହାରେ [[କଟକ]]ର ବାଙ୍କି ସବଡ଼ିଭିଜନ ଅନ୍ତର୍ଗତ ଖମାରଙ୍ଗ, ଗ୍ରାମରେ ହୋଇଥିଲା ।
 
== ସିନେମା ଜୀବନ ==
୧୯୫୪ ମସିହାରେ ପ୍ରଥମେ ଗୌର ଘୋଷଙ୍କ [[ଭାଇ ଭାଇ]] ଚଳଚ୍ଚିତ୍ରରେ ଅଭିନୟ କରି ସେ ପ୍ରାୟ ୪୦ଟି [[ଓଡ଼ିଆ ଭାଷା|ଓଡ଼ିଆ]], [[ହିନ୍ଦୀ ଭାଷା|ହିନ୍ଦୀ]] ଓ ବଙ୍ଗଳା ସିନେମାରେ ଅଭିନୟ କରିଅଛନ୍ତି ୤ ସେ ତ୍ରିମୂର୍ତ୍ତି ଛଦ୍ମ ନାମରେ ନିର୍ଦ୍ଦେଶନା ଦେଉଥିଲେ ୤ [[ଫକିର ମୋହନ ସେନାପତି|ଫକୀର ମୋହନ]]ଙ୍କ ବହୁଚର୍ଚ୍ଚିତ ପେଟେଣ୍ଟ ମେଡ଼ିସିନକୁ ନେଇ ‘ସୁଲୋଚନା’ ନାମରେ କରୁଥିବା ଚଳଚ୍ଚିତ୍ରଟିକୁ ସମ୍ପୁର୍ଣ୍ଣ କରିବା ତାଙ୍କର ଶେଷ ଲକ୍ଷ ଥିଲା
=== ନିର୍ଦ୍ଦେଶିତ ସିନେମା ===
* [[ଯାଯାବର (୧୯୭୫ର ସିନେମା)|ଯାଯାବର]]
 
=== ଅଭିନୀତ ସିନେମା ===
* ଶୋଧ (ସ୍ବର୍ଣ୍ଣକମଳ ପୁରସ୍କାର ପ୍ରାପ୍ତ [[ହିନ୍ଦୀ ଭାଷା|ହିନ୍ଦୀ]] ଚଳଚ୍ଚିତ୍ର)
* ଅକୁହା କଥା (୧୯୯୪)
୬୦ କ ଧାଡ଼ି:
* [[ଭାଇ ଭାଇ]] (୧୯୫୬)
 
== ପୁରସ୍କାର ==
* ଜୟଦେବ ପୁରସ୍କାର - ୧୯୯୧ ମସିହା ପାଇଁ ରାଜ୍ୟସରକାରଙ୍କ ପାଇଛନ୍ତି ୤
* ସ୍ବତନ୍ତ୍ର ଜୁରି ପୁରସ୍କାର-୧୯୮୮ (କିଛି ସ୍ମୃତି କିଛି ଅନୁଭୂତି)
* ରାଜ୍ୟ ସରକାରଙ୍କ ପୁରସ୍କାର- ୧୯୮୪ (ଦଣ୍ଡା ବାଳୁଙ୍ଗା) ଓ ୧୯୮୦ (ମା ଓ ମମତା)
 
== ଦ୍ରଷ୍ଟବ୍ୟ ==
* {{IMDb name|1866015}}
 
== ବାହାର ଲିଙ୍କ ==
 
{{Persondata <!-- Metadata: see [[Wikipedia:Persondata]]. -->
୯୦ କ ଧାଡ଼ି:
[[ବିଭାଗ:ଜନ୍ମ ୧୯୩୪]]
[[ବିଭାଗ:ମୃତ୍ୟୁ ୨୦୧୦]]
[[en:Hemanta Das]]