"ନିର୍ମଳା ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ (via JWB)
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
୧୯ କ ଧାଡ଼ି:
 
== ବ୍ୟକ୍ତିଗତ ଜୀବନ ==
ସେ [[ପଶ୍ଚିମବଙ୍ଗ]] ରାଜ୍ୟର, [[ମଜିଲପୁର]] ([[ଜୟନଗର]])ଠାରେ ପିତା ପଣ୍ଡିତ ମୋହିନିମୋହନ ମିଶ୍ର ଓ ମାତା ଭବାନୀ ଦେବିଙ୍କ ଠାରୁଦେବିଙ୍କଠାରୁ ଦୁର୍ଗା ସପ୍ତମୀ (ଗୁରୁବାର) ତିଥୀରେ ଜନ୍ମ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ପିତାଙ୍କ ଚାକିରି ନିମନ୍ତେ ତାଙ୍କ ପରିବାର [[କଲିକତା]]ର ଚେତଲା ଅଞ୍ଚଳରେ ବସବାସ କରିଥିଲେ । ତାଙ୍କ ପରିବାରରେ ଏକ ସଙ୍ଗୀତମୟ ବାତାବରଣ ଥିଲା । ପିତା ପଣ୍ଡିତ ମୋହିନିମୋହନ ମିଶ୍ର ଓ ବଡ଼ ଭାଇ ମୁରାରିମୋହନ ମିଶ୍ର ଉଭୟ ପ୍ରଖ୍ୟାତ ଗାୟକ ଥିଲେ । ତାଙ୍କ ପରିବାରର ପ୍ରକୃତ ସାଙ୍ଗିଆ ବନ୍ଦୋପାଧ୍ୟାୟ (ବାନାର୍ଜୀ) ଥିଲା । ପରେ ତାଙ୍କ ପରିବାରକୁ 'ମିଶ୍ର' ଉପାଧି ପ୍ରଦାନ କରାଯାଇଥିଲା । ତାଙ୍କ ପିତାଙ୍କୁ 'କାଶି ସଙ୍ଗୀତ ସମାଜ' ତରଫରୁ 'ପଣ୍ଡିତ', 'ସଙ୍ଗୀତରତ୍ନ' ତଥା 'ସଙ୍ଗୀତନାୟକ' ଉପାଧିରେ ମଧ୍ୟ ସମ୍ମାନୀତ କରାଯାଇଥିଲା ।<ref> http://www.kolkatabengalinfo.com/2011/10/nirmala-mishra-family-early-life.html#</ref>
 
== କର୍ମଜୀବନ ==