"ଇନ୍ଦ୍ରଦ୍ୟୁମ୍ନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Removing Bishwabaasu_warshiping.png, it has been deleted from Commons by JuTa because: No source specified since 9 October 2020. |
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB) |
||
୪ କ ଧାଡ଼ି:
[[ସ୍କନ୍ଦ ପୁରାଣ]], [[ବ୍ରହ୍ମ ପୁରାଣ]] ଓ ଅନ୍ୟ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଶ୍ରୀ[[ଜଗନ୍ନାଥ]] ପ୍ରକୃତରେ [[ନୀଳମାଧାବ]] ନାମରେ '''ବିଶ୍ୱାବସୁ''' ନାମକ ଜାଣେ ଶବର ରାଜାଙ୍କଦ୍ୱାରା ଜଙ୍ଗଲରେ ଗୋଟିଏ ଗୁମ୍ଫାରେ ଲୁକ୍କାୟିତ ଭାବେ ପୂଜା ପାଉଥିଲେ । [[ନୀଳ ମାଧବ]]ଙ୍କ ନାମ ଶୁଣିବା ପରେ, ଏହି ବିଷୟରେ ଖବର ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ, [[ବିଦ୍ୟାପତି]] ନାମକ ଜଣେ ବ୍ରାହ୍ମଣଙ୍କୁ ଠାକୁରଙ୍କ ଅନୁସନ୍ଧାନ କରିବା ନିମନ୍ତେ ସେଠାକୁ ପଠାଇଥିଲେ । ବହୁ ଚେଷ୍ଟା ପରେ ମଧ୍ୟ [[ବିଦ୍ୟାପତି]] ଠାକୁରଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ । କିଛି ଦିନ ସେଠାରେ ରହି ସେ ଶେଷରେ ବିଦ୍ୟାପତିଙ୍କ କନ୍ୟା '''[[ଲଳିତା]]'''ଙ୍କୁ ବାହା ହୋଇଥିଲେ ଓ ନିଜ ଶ୍ୱଶୁର [[ବିଶ୍ୱାବସୁ]]ଙ୍କ ବିଶ୍ୱାସଭାଜନ ହୋଇଥିଲେ । <ref name="Sharma2005">{{cite book|author=Mahesh Sharma|title=Tales From The Puranas|url=http://books.google.com/books?id=XakxUK85CL4C&pg=PA55|year=2005|publisher=Diamond Pocket Books (P) Ltd.|isbn=978-81-288-1040-4|pages=55–}}</ref> [[ବିଶ୍ୱାବସୁ]] ଶେଷରେ ନିଜ ଜ୍ୱାଇଁଙ୍କ ଅନୁରୋଧ ରକ୍ଷାକରି, [[ବିଦ୍ୟାପତି]]ଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି [[ନୀଳମାଧବ]] ପୂଜା ପାଉଥିବା ଜାଗାକୁ ନେଇ ଠାକୁରଙ୍କ ଦର୍ଶନ କରାଇଥିଲେ । କିନ୍ତୁ ଚତୁର ବ୍ରାହ୍ମଣ ବିଦ୍ୟାପତି ଉକ୍ତ ସ୍ଥାନର ପୁନଃ ଚିହ୍ନଟ କରିପାରିବା ନିମନ୍ତେ ସେଠାରେ ସୋରିଷ ମଞ୍ଜି ବୁଣିଦେଇ ଆସିଯାଇଥିଲେ ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ଗୁମ୍ଫା ଭିତରକୁ ରାସ୍ତା ଚିହ୍ନାଇବାରେ ସାହାଯ୍ୟ କରିଥିଲା । ସେଠାରୁ ଫେରିବା ପରେ ସେ କଥା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଣାଇଥିଲେ । <ref name=Indradyumna>{{cite web|title=ଇନ୍ଦ୍ରଦ୍ୟୁମ୍ନ|url=https://en.wikipedia.org/wiki/Indradyumna|publisher=wikipedia|accessdate=10 September 2015}}</ref>
==ଜଗନ୍ନାଥ ସାହିତ୍ୟରେ ଇନ୍ଦ୍ରଦ୍ୟୁମ୍ନ==
|