"ଦି ଇକୋନୋମିକ୍ ଟାଇମସ୍" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ (via JWB) |
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB) |
||
୨୬ କ ଧାଡ଼ି:
[[ଇକୋନୋମିକ୍ ଟାଇମସ୍]] [[ଇଂରାଜୀ]] ଭାଷାର ଏକ ଭାରତୀୟ ଦୈନିକ ଖବରକାଗଜ, ଯାହା ବେନେଟ୍, କୋଲେମାନ୍ ଓ କୋ. ଲିମିଟେଡ଼୍ଦ୍ୱାରା ପ୍ରକାଶିତ ହୁଏ ।ଏହାର ପ୍ରଥମ ସଂସ୍କରଣ ୧୯୬୧ ମସିହାରେ ହୋଇଥିଲା । ଏହା [[ବିଶ୍ୱ]]ରେ ଇଂରାଜୀ ଭାଷାର ସର୍ବବୃହତ ପଠନକାରୀ ବ୍ୟବସାୟିକ [[ଖବରକାଗଜ]] ଏବଂ ଏହି ବିଭାଗରେ ପ୍ରଥମ ସ୍ଥାନରେ ରହିଛି [[ଦି ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍]]<ref>The New Yorker, 8 Oct 2012, 'Citizens Jain' - Ken Auletta Timesp.52</ref>।ଇଟି ଏକସମୟରେ ୧୨ଟି ସହର ଯଥା [[ମୁମ୍ବାଇ]], [[ବେଙ୍ଗାଲୁରୁ]], [[ଦିଲ୍ଲୀ]], [[ଚେନ୍ନାଇ]], [[କୋଲକାତା]], [[ଲକ୍ଷ୍ନୌ]], [[ହାଇଦ୍ରାବାଦ]], [[ଜୟପୁର]], [[ଅହମଦାବାଦ]], [[ନାଗପୁର]], [[ଚଣ୍ଡିଗଡ଼]] ଓ [[ପୁନେ]]ରୁ ପ୍ରକାଶ ପାଏ ।
ଇଟିର ମୁଖ୍ୟ କାର୍ଯ୍ୟାଳୟ [[ମୁମ୍ବାଇ]]ରେ ଥିବା 'ଦି ଟାଇମସ୍ ଅଫ୍ ଇଣ୍ଡିଆ'ର କାର୍ଯ୍ୟାଳୟରେ ଅବସ୍ଥିତ । ଏହାର ମୁଖ୍ୟ ଖବର [[ଭାରତୀୟ]] ଅର୍ଥନୀତି, ଆନ୍ତର୍ଜାତୀୟ ଅର୍ଥ, 'ସେୟାର ମୂଲ୍ୟ' ଏବଂ ଅର୍ଥ ସହ ଜଡିତ ଅନ୍ୟାନ୍ୟ ଖବର ଉପରେ ପର୍ଯ୍ୟବସିତ । ୧୯୬୧ ମସିହାରେ ଉଦଘାଟନ ସମୟରେ ଏହାର ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ ପି. ଏସ୍. ହରିହରନ୍ । ବର୍ତ୍ତମାନ 'ଦି ଇକୋନୋମିକ୍ ଟାଇମସ୍' ଓ '[[ଇଟି ନାଓ]]'ର ସମ୍ପାଦକୀୟ ନିର୍ଦ୍ଦେଶକ ହେଉଛନ୍ତି ରାହୁଲ ଯୋଶୀ ।
ଲଣ୍ଡନରେ ଥିବା 'ଫାଇନାନସିଆଲ୍ ଟାଇମସ୍' ଭଳି 'ଦି ଇକୋନୋମିକ୍ ଟାଇମସ୍', ସାଲମନ୍ ଗୋଲାପୀ କାଗଜ ଉପରେ ଛପାଯାଏ । ଏହା ଭାରତର ସମସ୍ତ ମୁଖ୍ୟ ସହରରେ ବିକ୍ରୟ କରାଯାଏ ।ଜୁନ
==ସମ୍ପାଦକ==
|