"୧୦ମ ଲୋକ ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
 
୩ କ ଧାଡ଼ି:
[[ଭାରତୀୟ ସଂସଦ]]<nowiki>ର</nowiki> ତଳ ସଦନ [[ଲୋକ ସଭା]]<nowiki>ର</nowiki> '''୧୦ମ ଲୋକ ସଭା'''ପାଇଁ ୧୯୯୧ ମସିହାରେ ସାଧାରଣ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ସଭାର କାର୍ଯ୍ୟକାଳ ଥିଲା ୨୦ ଜୁନ ୧୯୯୧ରୁ ୧୦ ମଇ ୧୯୯୬ । ଏହି ଲୋକ ସଭା ପାଇଁ ୧୯୯୧ ମସିହାରେ ମଇ-ଜୁନ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୯୯୧ର ସାଧାରଣ ନିର୍ବାଚନ ପରେ [[ରାଜ୍ୟ ସଭା]]<nowiki>ର</nowiki> ୪ ଜଣ ସଦସ୍ୟ ଲୋକ ସଭାକୁ ମନୋନୀତ ହୋଇଥିଲେ ।<ref name="rs">{{cite web|title=RAJYA SABHA STATISTICAL INFORMATION (1952-2013)|url= http://rajyasabha.nic.in/rsnew/publication_electronic/rsstatis_inf52-03.pdf |publisher=Rajya Sabha Secretariat, New Delhi|accessdate= 29 August 2017|page=12 |date=2014}}</ref>
 
ଏହି ଲୋକ ସଭାରେ କଂଗ୍ରେସ ଦଳ ସମୁଦାୟ ୨୪୭ଟି ଆସନ ଗ୍ରହଣ କରିଥିଲା, ଯାହାକି ପୂର୍ବ ଲୋକ ସଭା ଅର୍ଥାତ [[୯ମ ଲୋକ ସଭା]] ଠାରୁ ୪୭ଟି ଆସନ ଅଧିକ ଥିଲା । ଏହି ନିର୍ବାଚନ ପରେ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ [[ପି. ଭି. ନରସିଂହ ରାଓ]] ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ । ତାଙ୍କର କାର୍ଯ୍ୟକାଳ ଥିଲା ୨୧ ଜୁନ ୧୯୯୧ରୁ ୧୬ ମଇ ୧୯୯୬ । ଏହାପରେ [[୧୧ଶ ଲୋକ ସଭା]] ୧୯୯୬ ମସିହା ସାଧାରଣ ନିର୍ବାଚନ ପରେ ୧୫ ମଇ ୧୯୯୬ରେ ଗଠିତ ହୋଇଥିଲା ।
 
==ଗୁରୁତ୍ୱପୂର୍ଣ୍ଣ ସଦସ୍ୟ==