"ମଙ୍ଗୋଲିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
୫ କ ଧାଡ଼ି:
'''ମଙ୍ଗୋଲିଆ ''' ମଧ୍ୟ-ପୂର୍ବ [[ଏସିଆ]]ରେ ଥିବା ଏକ ଦେଶ । ହେଲେ ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ୧୯୫୫ ଡିସେମ୍ବର ୨୪ ତାରିଖରେ ପ୍ରତିଷ୍ଠା ହୋଇଥିଲା । ସୋଭିଏତ ସଂଘ ବାଦ୍ ଭାରତ ଏପରି ପ୍ରଥମ ଦେଶ ଥିଲା ଯିଏ ମଙ୍ଗୋଲିଆ ପ୍ରତି ବନ୍ଧୁତାର ହାତ ବଢାଇଥିଲା । ୧୯୭୧ରେ ମଙ୍ଗୋଲିଆ [[ବଙ୍ଗଳାଦେଶ]] ମୁକ୍ତି ସଂଗ୍ରାମ ଅବସରରେ ଭାରତକୁ ସମର୍ଥନ କରିଥିଲା ।
== ଇତିହାସ ==
ଚେଙ୍ଗିଜ୍ ଖାଁ ନାମକ ଜଣେ ଯୋଦ୍ଧା ୧୨୦୬ଖଷ୍ଟାବ୍ଦରେ ମଙ୍ଗୋଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ଏହା ପରବର୍ତ୍ତୀ ସମୟରେ ମଙ୍ଗୋଲିଆ ନାମରେ ପରିଚିତ ହେଲା । ଏହି ସାମ୍ରାଜ୍ୟରେ [[ଚୀନ]] ଠାରୁ ମଧ୍ୟଏସିଆର [[ଇରାନ]], [[ଇରାକ]], [[ତୁର୍କୀ]] ଏବଂ [[ଇଉରୋପ]]ର [[ପୋଲାଣ୍ଡ]] ସୀମା ପର୍ଯ୍ୟନ୍ତ ଅଞ୍ଚଳ ଅନ୍ତର୍ଭୁକ୍ତ ଥିଲା । ଏକ ସମୟରେ ପ୍ରାୟ ସମ୍ପୂର୍ଣ୍ଣ ଏସିଆ ଏହି ସାମ୍ରାଜ୍ୟ କବ୍ଜାରେ ରହିଥିଲା ।
== ଭୂଗୋଳ ==
୧୫,୬୪, ୧୧୬ ବର୍ଗ କି.ମି.<ref>{{cite web|url=https://www.cia.gov/library/publications/the-world-factbook/rankorder/2147rank.html |title=Countries by area |publisher=CIA World Factbook |date= |accessdate=2013-06-28}}</ref> କ୍ଷେତ୍ରଫଳ ବିଶିଷ୍ଟ ମଙ୍ଗୋଲିଆ ପୃଥିବୀର ଉନବିଂଶ (୧୯ଶ) ସର୍ବବୃହତ ଅଞ୍ଚଳ ଥିବା ଦେଶ । ଏହା ଉପକୂଳ ନଥିବା ଦ୍ୱିତୀୟ ସର୍ବବୃହତ ଦେଶ । ଏହି ଦେଶରେ ପ୍ରାୟ ୩୦ ଲକ୍ଷ ଲୋକ ବାସ କରନ୍ତି ।
"https://or.wikipedia.org/wiki/ମଙ୍ଗୋଲିଆ"ରୁ ଅଣାଯାଇଅଛି