"ମଙ୍ଗଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
୪ କ ଧାଡ଼ି:
 
== ବିଶେଷତା ==
ରୋମାନ ଯୁଦ୍ଧ ଦେବତା <nowiki>''ମାର୍ସ୍''</nowiki>ଙ୍କ ନାମାନୁସାରେ ଏହି ଗ୍ରହର ନାମକରଣ କରାଯାଇଛି । ଉପରିଭାଗ ଲାଲ ହୋଇଥିବାରୁ ଏହାକୁ ଲୋହିତ ଗ୍ରହ କୁହାଯାଏ । ମଙ୍ଗଳ ପୃଷ୍ଠରେ ଥିବା ଆଇରନ୍ ଅକ୍ସାଇଡ୍ର ରଙ୍ଗ ଯୋଗୁଁ ଏହା ଲାଲ୍ ରଙ୍ଗର ଦେଖାଯାଏ। ଏହା ସୂର୍ଯ୍ୟ ଠାରୁସୂର୍ଯ୍ୟଠାରୁ ୧୪୨ ନିୟୁତ ମାଇଲ ଦୂରରେ ଅବସ୍ଥିତ। ଏହା ପୃଥିବୀ ଆକାରର ଏକ ଷଷ୍ଠାଂଶ ଅଟେ। ଏହାର ଦୁଇଗୋଟି ଉପଗ୍ରହ ରହିଛି। ସେଗୁଡିକ ହେଲା ଡିମୋସ୍ ଓ ଫୋବସ୍ । <ref name=adler>{{cite conference |url=http://www.lpi.usra.edu/meetings/marsconcepts2012/pdf/4337.pdf |title=Use of MRO Optical Navigation Camera to Prepare for Mars Sample Return |conference=Concepts and Approaches for Mars Exploration. June 12–14, 2012. Houston, Texas. |first1=M. |last1=Adler |first2=W. |last2=Owen |first3=J. |last3=Riedel |issue=1679 |at=4337 |date=June 2012 |bibcode=2012LPICo1679.4337A}}</ref>ମଙ୍ଗଳର ଆବର୍ତ୍ତନ ସମୟ ଓ ୠତୁଚକ୍ର ପୃଥିବୀ ସହ ପାଖା ପାଖି ସମାନ।
 
== ଆଧାର ==
"https://or.wikipedia.org/wiki/ମଙ୍ଗଳ"ରୁ ଅଣାଯାଇଅଛି