"ସରୋଜ ଖାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ପୃଷ୍ଠାଟିକୁ ସରୋଜ୍ ଖାନ୍ରୁ ସରୋଜ ଖାନକୁ ଘୁଞ୍ଚାଇଲେ: ଠିକ ନାମ (ହଳନ୍ତ ହଟାଗଲା)
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
୧୭ କ ଧାଡ଼ି:
| module = {{Listen |embed= yes |filename= Saroj Khan Indian Choreographer voice sample.ogg|title= Saroj Khan's voice in Hindi|type= speech |description= Saroj Khan discussing how she started her career. }}
}}
'''ସରୋଜ ଖାନ''' (୨୨ ନଭେମ୍ବର ୧୯୪୮ - ୩ ଜୁଲାଇ ୨୦୨୦), [[ହିନ୍ଦୀ ସିନେମା]] ଜଗତର ଜଣେ [[ନୃତ୍ୟ ନିର୍ଦ୍ଦେଶିକା]] ଭାବେ ଜଣାଶୁଣା ଥିଲେ । ସେ ୨୦୦୦ରୁ ଅଧିକ ଗୀତରେ ନିର୍ଦ୍ଦେଶନା ଦେଇଥିଲେ । ସେ କିଷନ‌ଚାନ୍ଦ ସାଧ୍ୟ ସିଂ ଓ ନୋନି ସାଧୁ ସିଂଙ୍କ ଠାରୁସିଂଙ୍କଠାରୁ ଜନ୍ମ ହୋଇଥିଲେ । ସେ ବିବାହିତା ଅଟନ୍ତି ।
 
ଏକ ପାକିସ୍ଥାନୀ ଦୂରଦର୍ଶନ କାର୍ଯ୍ୟକ୍ରମରେ କରିଥିବା ସ୍ୱୀକାରୋକ୍ତି ଅନୁଯାୟୀ, ବିବାହ ପୁର୍ବରୁ ସେ ଇସଲାମ୍ ଗ୍ରହଣ କରିଥିଲେ ଓ ଏବେ ମଧ୍ୟ ସେ ମୁସଲ୍‌ମାନ ଅଟନ୍ତି । ତେର ବର୍ଷ ବୟସରେ ସେ ବି ସୋହନ୍‌ଲାଲ୍‌ଙ୍କୁ ବିବାହ କରିଥିଲେ, ଯିଏ ସେ ସମୟରେ ଜଣେ ଜଣାଶୁଣା ନୃତ୍ୟ ଶିକ୍ଷକ ଥିଲେ । ସୋହନ୍‌ଲାଲ‌ ୪୧ ବର୍ଷର ଜଣେ ବିବାହିତ ପୁରୁଷ ଥିଲେ ଓ ତାଙ୍କର ଚାରୋଟି ସନ୍ତାନ ଥିଲେ । ୧୪ ବର୍ଷରେ ସେ ତାଙ୍କର ପ୍ରଥମ ସନ୍ତାନ ହମିଦ୍ ଖାନ୍‌ଙ୍କୁ ଜନ୍ମ ଦେଇଥିଲେ, ଯେ ବର୍ତ୍ତମାନ ରାଜୁ ଖାନ୍ ନାମରେ ଜଣେ ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ।
"https://or.wikipedia.org/wiki/ସରୋଜ_ଖାନ"ରୁ ଅଣାଯାଇଅଛି