"ରଣବୀର ସିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ ବନାନ ସଂଶୋଧନ (via JWB)
୩୫ କ ଧାଡ଼ି:
 
=== ଅଭିନୟ ଜୀବନ ===
ଜାନୁଆରୀ ୨୦୧୦ରେ ୟଶରାଜ ଫିଲ୍ମସର ପାତ୍ର ମନୋନୟନ ବିଭାଗର ମୁଖ୍ୟ ଶାନୁ ଶର୍ମାଙ୍କଠାରୁ ରଣବୀରଙ୍କୁ ହିନ୍ଦୀ ଚଳଚ୍ଚିତ୍ର Band Baaja Baaraatର ଏକ ପ୍ରମୁଖ ଭୂମିକା ପାଇଁ ଏକ ଅଡିସନ ଦେବାକୁ ଡାକରା ଆସିଲା ।<ref name="pinkvilla">{{cite web|title=A Star is born.|url=https://www.pinkvilla.com/entertainment/discussion/ranveer-singh-star-magazine-star-born-do-you-agree-or-not|accessdate=15 May 2018}}</ref> କମ୍ପାନୀର ଉପାଧ୍ୟକ୍ଷ ଆଦିତ୍ୟ ଚୋପ୍ରା ଅଡିସନର ଟେପ ଦେଖି ରଣବୀରଙ୍କ ଅଭିନୟରେ ପ୍ରଭାବିତ ହେଲେ ଏବଂ ତାଙ୍କୁ ମୁଖ୍ୟ ପାତ୍ର(ନାୟକ) ବିଟ୍ଟୁ ଶର୍ମା ପାଇଁ ମନସ୍ଥ କଲେ । ତେବେ ଅଧ୍ୟକ୍ଷ ମନୀଶ ଶର୍ମା ରଣବୀରଙ୍କ ଅଭିନୟ ପସନ୍ଦ କରିବା ଆଗରୁ ଆଉ କିଛିଥର ଅଡିସନ ନେଇଥିଲେ । ତେବେ ରଣବୀରଙ୍କ ଅଭିନୟ ଦକ୍ଷତାରେ ପ୍ରୀତ ହୋଇ ଚଳଚ୍ଚିତ୍ରର ବିଟ୍ଟୁ ଶର୍ମା ଭୁମିକାଭୂମିକା ପାଇଁ ତାଙ୍କୁ ମନୋନୀତ କରିନିଆଗଲା । ତାଙ୍କ ବିପକ୍ଷରେ ଅଭିନେତ୍ରୀ ଅନୁଷ୍କା ଶର୍ମା ନାୟୀକା ଭୁମିକାରେଭୂମିକାରେ ମନୋନୀତ ହୋଇଥିଲେ ।
 
ରଣବୀର ଏହି ଭୂମିକା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ଏହି ଉପଲକ୍ଷ୍ୟେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପିଲାଙ୍କ ସହ ମିଶି ଚଲଚ୍ଚିତ୍ରର ବିଟ୍ଟୁ ଭୁମିକାରଭୂମିକାର ହାବ ଭାବ ଶିଖିବାକୁ ଲାଗିଲେ । <ref name="glamsham">{{cite web|title=Interview|url=http://www.glamsham.com/movies/interviews/09-ranveer-singh-interview-121014.asp|accessdate=15 May 2018}}</ref>ଚଳଚ୍ଚିତ୍ରଟି ବ୍ୟାବସାୟିକ ସଫଳତା ହାସଲ କଲା ଏବଂ ରଣବୀର ତାଙ୍କ୍ ଅଭିନୟ ଦକ୍ଷତା ପାଇଁ ଦର୍ଶକଙ୍କ ପ୍ରିୟପାତ୍ର ହେଲେ । ୫୬ତମ Filmfare Awards ସମାରୋହରେ ରଣବୀର ନୂତନ କଳାକାର ଶ୍ରେଣୀରେ Best Male Debut ଅଭିନେତା ଭାବେ ପୁରସ୍କୃତ ହେଲେ ।
 
ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ଦକ୍ଷତା ପ୍ରମାଣିତ କରିଥିବା ଏହି ଅଭିନେତା ଏହା ପରେ ପରେ Ladies vs Ricky Bahl ନାମକ ର୍omantic comedy ଚଲଚ୍ଚିତ୍ରରେ ଅଭ୍ନୟର ସୁଯୋଗ ପାଇଲେ । ଚଳଚ୍ଚିତ୍ରରେ ଅନ୍ୟ ସହ କଲାକାରମାନେ ହେଲେ ଅନୁଷ୍କା ଶର୍ମା, ପରିଣୀତି ଚୋପ୍ରା, ଦୀପନୀତା ଶର୍ମା ଏବଂ ଅଦିତି ଶର୍ମା । ଚଳଚ୍ଚିତ୍ରଟି ବ୍ୟାବସାୟିକ ସଫଲତା ଲାଭ କରିଥିଲା ।