Content deleted Content added
|
|
'''ପୁଡୁଚେରୀ''' [[ଭାରତ]]ର ଏକ କେନ୍ଦ୍ରଶାସିତ ଅଞ୍ଚଳ । ୧୭୬୧, ଜାନୁଆରୀ ୧୬ରେ ଫରାସୀଙ୍କ ଠାରୁ ଇଂରେଜମାନେ ପଣ୍ଡିଚେରୀକୁ ଅଧିକୃତ କରିଥିଲେ । ଦେଶ ସ୍ୱାଧିନସ୍ୱାଧୀନ ହେବା ପରେ ଏହାକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ୨୦୦୬ ସେପ୍ଟେମ୍ବରରେ ଏହାର ନାମକୁ ପରିବର୍ତ୍ତନ କରି ପୁଡୁଚେରୀ (ତାମିଲ ଭାଷାରେ ଅର୍ଥ- ନୂଆ ଗ୍ରାମ) ରଖାଗଲା । <ref>Bill to rename Pondicherry as Puducherry passed <http://www.hindu.com/2006/08/22/stories/2006082207481000.htm>.</ref> ପୁଡୁଚେରୀକୁ ଏକ ସ୍ୱତନ୍ତ୍ର ମାନ୍ୟତା ଦିଆଯାଇଛି, ଫଳରେ ସ୍ୱତନ୍ତ୍ର ରାଜ୍ୟ ନ ହୋଇଥିଲେ ମଧ୍ୟ ଏଠାରେ ଏକ ବିଧାନ ସଭା ରହିଛି । କିଛି କିଛି ସ୍ୱତନ୍ତ୍ର କ୍ଷେତ୍ରରେ ଆଇନ ତିଆରି କରିବା ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି।
==ଭୂଗୋଳ==
==ଇତିହାସ==
|