"ସୋନାଲ ମାନସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Removing http:// from unrequired paramteres of ref
ଟିକେ ବନାନ ସଂଶୋଧନ (via JWB)
୨୫ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନ ==
ସୋନାଲ [[ମୁମ୍ବାଇ|ମୁମ୍ବାଇରେ]] ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅରବିନ୍ଦ ପକୱାସ ଓ ମାତାଙ୍କ ନାମ ପୂର୍ଣ୍ଣିମା ଥିଲା । ଅରବିନ୍ଦ ଓ ପୂର୍ଣ୍ଣିମାଙ୍କର ତିନିଟି ସନ୍ତାନ ମଧ୍ୟରୁ ସୋନାଲ ମଝିଆ ଥିଲେ । ପୂର୍ଣ୍ଣିମା [[ଗୁଜରାଟ]]<nowiki/>ର ଜଣେ ସମାଜସେବୀ ଓ ସେ ୨୦୦୪ ମସିହାରେ ପଦ୍ମ ଭୂଷଣ ପୁରସ୍କାର ପାଇଥିଲେ । ତାଙ୍କ ଅଜା ମଙ୍ଗଳ ଦାସ ପକୱାସ ଜଣେ ସ୍ୱାଧିନତାସ୍ୱାଧୀନତା ସଂଗ୍ରାମୀ ଥିଲେ ଓ [[ଭାରତ|ଭାରତର]] ପ୍ରଥମ ପାଞ୍ଚଜଣ ରାଜ୍ୟପାଳଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ଘରେ ସଙ୍ଗୀତ ଓ ସଂସ୍କୃତିର ପରିବେଶ ଥିଲା ଓ ସେ ନିଜ ଘରେ "ବଡେ ଗୁଲାମ ଅଲ୍ଲୀ ଖାନ", ଏମ ଏସ ଶୁଭଲକ୍ଷ୍ମୀ, ବିସମିହ୍ଲା ଖାଁ ଓ ରୁକ୍ମଣୀ ଦେବୀ ଆଦିଙ୍କୁ କଳା ପ୍ରଦର୍ଶନ କରିବା ଦେଖୁଥିଲେ ।
 
୪ ବର୍ଷ ବୟସରେ ସୋନାଲ ତାଙ୍କ ବଡ଼ ଭଉଣୀଙ୍କ ସହିତ [[ନାଗପୁର]]<nowiki/>ଠାରେ [[ମଣିପୁରୀ ନୃତ୍ୟ]] ଶିକ୍ଷା ଆରମ୍ଭ କରିଥିଲେ । ୭ ବର୍ଷ ବୟସରେ "ପାଣ୍ଡାନାଲୁରୁ ନୃତ୍ୟାଳୟର" 'କୁମାର ଜୟକର' ଆଦି ବିଭିନ୍ନ ଗୁରୁଙ୍କଠାରୁ ଭାରତନାଟ୍ୟମ ଶିକ୍ଷା କରିଥିଲେ ।