"ପ୍ରଜାତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ ବନାନ ସଂଶୋଧନ (via JWB)
୩୭ କ ଧାଡ଼ି:
 
== ଇତିହାସ ==
'''ପ୍ରଜାତନ୍ତ୍ର''' ୨ ଅକ୍ଟୋବର ୧୯୨୩ରୁ ଏକ ସାପ୍ତାହିକ ଖବରକାଗଜ ରୁପେ ପ୍ରଥମେ [[ବାଲେଶ୍ୱର]]ରୁ ଏହାର ପ୍ରକାଶନ ଆରମ୍ଭ କରାଯାଇଥିଲା । ଇଁରେଜ ସରକାରଙ୍କ 'ପ୍ରେସ ଅର୍ଡିନାନ୍ସ'କୁ ବିରୋଧ କରି ୨୮ ଡିସେମ୍ବର ୧୯୩୦ ଏହାର ପ୍ରକାଶନ ବନ୍ଦ କରାଯାଇଥିଲା । ୮ ଅଗଷ୍ଟ ୧୯୪୭ରୁ ଏହା ପୁଣି ଏକ ଦୈନିକ ଖବରକାଗଜ ରୁପେ ପ୍ରକାଶ ପାଇବାକୁ ଲାଗିଲା । '''ପ୍ରଜାତନ୍ତ୍ର''', ଡକ୍ଟର ମହତାବଙ୍କ ନେତୃତ୍ୱରେ ଓଡ଼ିଶା ରାଜ୍ୟ ପୁନ୍ନଗଠନରେ ଏକ ମୁଖ୍ୟ ଭୁମିକା ଗ୍ରହଣ କରିଥିଲା । ସେ ସମୟରେ ସାମ୍ବାଦିକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ସଂସ୍ଥା ରୁପେ ମଧ୍ଯ '''ପ୍ରଜାତନ୍ତ୍ର''' କାର୍ଯ୍ୟ କରୁଥିଲା, ଯେଉଁଠାରୁ ପ୍ରଶିକ୍ଷଣ ଲାଭ କରିଥିବା ବହୁ ସାମ୍ବାଦିକମାନେ ପରବର୍ତୀ ସମୟରେ ବହୁ ଗୁରୁତ୍ୱପୁର୍ଣଗୁରୁତ୍ୱପୁର୍ଣ୍ଣ ରାଜନୈତିକ ଓ ସାମାଜିକ ଦାୟିତ୍ୱ ବହନ କରିଥିଲେ । <ref>http://orissa.gov.in/e-magazine/orissaannualreference/ORA-2005/pdf/history_of_pres.pdf</ref> [[ଓଡ଼ିଶା]]ର [[ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା|ପୂର୍ବତନ ମୁଖ୍ୟମନ୍ତ୍ରୀ]] ଓ [[ଆସାମ]]ର ଏବେକାର ରାଜ୍ୟପାଳ [[ଜାନକୀ ବଲ୍ଲଭ ପଟ୍ଟନାୟକ]] ୧୯୫୨ରୁ ୧୯୬୭ ଯାଏଁ '''ପ୍ରଜାତନ୍ତ୍ର'''ର ସମ୍ପାଦକ ରୁପେ କାର୍ଯ୍ୟ କରିଛନ୍ତି ।
 
== ସାମାଜିକ କାର୍ଯ୍ୟ ==