"ଉଦୟ ଭାନୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ "ସ୍ଥିତ" ଶବ୍ଦ ସହ ଲାଗିରହେ (via JWB)
୧୬ କ ଧାଡ଼ି:
 
==ପ୍ରାରମ୍ଭିକ ଜୀବନ==
ଉଦୟ ଭାନୁ ୫ ଅଗଷ୍ଟ ୧୯୮୦ରେ ତେଲେଙ୍ଗାନାର କରିମ୍‌ନ‌ଗର ସ୍ଥିତକରିମ୍‌ନ‌ଗରସ୍ଥିତ ସୁଲତାନାବାଦରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ଡାକ୍ତର ଏବଂ ମାତା ଜଣେ ଆୟୁରଦେବ ଡାକ୍ତର ଥିଲେ । ତାଙ୍କର ମାତ୍ର ଗୋଟିଏ ଭାଇ ଅଛି, ଯେ କି ଜଣେ ସଫ୍ଟଓୟାର ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଛନ୍ତି ।<ref name="A bundle of energy"/> ତାଙ୍କର ପିତା ମଧ୍ୟ ଜଣେ କବି ।<ref name="idlebrain.com">http://www.idlebrain.com/celeb/interview/udayabhanu.html</ref> ଭାନୁଙ୍କୁ ମାତ୍ର ଚାରି ବର୍ଷ ବୟସ ହୋଇଥିବା ବେଳେ ସେ ମୃତ୍ୟୁବରଣ କରିଥିଲେ ।<ref name="idlebrain.com"/> ଭାନୁଙ୍କର ୨ ସେପ୍ଟେମ୍ବର ୨୦୧୬ରେ ଦୁଇଟି ଯମଜ ଝିଅ ଜନ୍ମ ହୋଇଥିଲେ ।
 
==ଅଭିନୟ ଜୀବନ==
"https://or.wikipedia.org/wiki/ଉଦୟ_ଭାନୁ"ରୁ ଅଣାଯାଇଅଛି