"ଉତ୍କଳ ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୭ କ ଧାଡ଼ି:
|chancellor = [[ମୁରଲିଧର ଚନ୍ଦ୍ରକାନ୍ତ ଭଣ୍ଡାରେ]]
|vice_chancellor= ପ୍ରଫେସର ପ୍ରଶାନ୍ତ କୁମାର ସାହୁ
|registrar = ଡ଼ାଃଡାଃ ଗୋବିନ୍ଦ ଚରଣ ପ୍ରଧାନ
 
|city = [[ଭୁବନେଶ୍ୱର]], [[ଓଡିଶା]]
|country = [[ଭାରତ]] {{flagicon|ଭାରତ}}
Line ୧୯ ⟶ ୧୮:
 
ଉତ୍କଳ ବିଶ୍ୱବିଦ୍ୟାଳୟ ଆମ ରାଜ୍ୟର ସର୍ବ ପୁରାତନ ତଥା ଆମ ଦେଶର ସତରତମ ପୁରାତନ ବିଶ୍ୱବିଦ୍ୟାଳୟ ଅଟେ। ବାଣୀ ବିହାର ଭାବେ ପରିଚିତ ଏହାର ୩୯୯.୯ ଏକର ପରିମିତ ଏହାର ପରିସରଟି [[ଭୁବନେଶ୍ୱର]]ର କେନ୍ଦ୍ରସ୍ଥଳରେ ଅବସ୍ଥିତ। ଏହି ବିଶ୍ୱବିଦ୍ୟାଳୟରେ ନିଜସ୍ଵ ଶିକ୍ଷା ବ୍ୟବସ୍ଥା ଥିବା ସାଙ୍ଗରେ ଅନ୍ୟ ବହୁ ମହାବିଦ୍ୟାଳୟ ଅନୁବନ୍ଧିତ ଭାବେ ରହିଛନ୍ତି। ଏବେ ଏହି ବିଶ୍ୱବିଦ୍ୟାଳୟରେ ୨୭ଟି ସ୍ନାତକୋତ୍ତର ବିଭାଗ ବିଜ୍ଞାନ,କଳା ଓ ବାଣିଜ୍ୟ କ୍ଷେତ୍ରରେ ଶିକ୍ଷାଦାନ କରୁଛନ୍ତି। ଏହାଛଡା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷା ନିର୍ଦେଶଳାୟ,ଆଇନଶିକ୍ଷା ମହାବିଦ୍ୟାଳୟ ଓ ବହୁ ସେଲ୍ଫ ଫାଇନାନ୍ସ ବିଭାଗ ମଧ୍ୟ ଆଛି। ସମ୍ପ୍ରତି ବିଭିନ୍ନ ସ୍ନାତକୋତ୍ତର ବିଭାଗରେ ପ୍ରାୟ ୩୦୦୦ରୁ ଅଧିକ ଛାତ୍ର ପଢୁଛନ୍ତି। ଗତ ଆଡ଼ଷଠି ବର୍ଷଧରି ବାଣୀବିହାର ଶିକ୍ଷା କ୍ଷେତ୍ରରେ ଏକ ଉଜ୍ଵଳ ତାରକାପରି ରହି ଅଶିଛି।
 
==ଇତିହାସ==
 
 
{{Universities in Orissa}}
Line ୨୬ ⟶ ୨୫:
 
[[Category:ଓଡ଼ିଶାରେ କଲେଜ ଓ ବିଶ୍ଵବିଦ୍ୟାଳୟ]]
[[ବିଭାଗ:ଓଡ଼ିଶାରେ ଶିଖ୍ୟାଶିକ୍ଷା]]