"ପଞ୍ଚତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଗୁଡିକ -> ଗୁଡ଼ିକ (ସଠିକ ବନାନ) (via JWB)
ଟିକେ ପୁରାତନ ରଚନାରେ ନିହାତି ଆବଶ୍ୟକ, ଆଧୁନିକ ଲେଖାରେ ଲୋଡ଼ାନାହିଁ (via JWB)
୨ କ ଧାଡ଼ି:
[[File:18th century Panchatantra manuscript page, the talkative turtle.jpg|thumb|ଏକ ଅଷ୍ଟାଦଶ ଶତାବ୍ଦୀର ପଞ୍ଚତନ୍ତ୍ର ପୃଷ୍ଠା (କଥାକୁହା କଇଁଛ) ।]]
[[File:Mendhut-Tantri02.jpg|thumb|[[ମେନ୍ଦୁତ]] ମନ୍ଦିରରେ ଏକ ପଞ୍ଚତନ୍ତ୍ର ଶିଳାଲେଖ, [[ମଧ୍ଯ ଯାଭା]], ଇଣ୍ଡୋନେସିଆ ।]]
ପୃଥିବୀରେ ଅନେକ କାହାଣୀ ଗ୍ରନ୍ଥ ରହିଅଛିରହିଛି ତନ୍ମଧ୍ୟରୁ ପଞ୍ଚତନ୍ତ୍ର ଗ୍ରନ୍ଥଟି ଅନ୍ୟତମ । ସଂସ୍କୃତ ନୀତିକଥା ଗୁଡିକରେ ଏବେ ମଧ୍ୟ ପଞ୍ଚତନ୍ତ୍ରର ସ୍ଥାନ ପ୍ରଥମ ଅଟେ । ଏହି ଗ୍ରନ୍ଥଟି ଅନେକ ଗୁଡ଼ିଏ ଶିକ୍ଷଣୀୟ ତଥା ଉଦାହରଣ ବିଶିଷ୍ଟ କାହାଣୀ ରହିଅଛି।ରହିଛି। ଏହି ଗଳ୍ପ ବହୁ ଉଦାହରଣକୁ ନ୍ୟାୟ ବିଚାରକୁ ନେଇ ଲିଖିତ । <ref name=pancatantrabrit>[https://www.britannica.com/topic/Panchatantra-Indian-literature Panchatantra: Indian Literature], Encyclopaedia Britannica</ref> ଯଦ୍ୟପି ଏହି ପୁସ୍ତକ ଏବେ ନିଜ ମୂଳ ରୂପରେ ନାହିଁ ତ‌ଥାପି ବି ଉପଲବ୍ଧ ଅନୁବାଦଗୁଡ଼ିକ ଅନୁସାରେ ଏହା ତୃତୀୟ ଶତାବ୍ଦୀରେ ଲେଖାଯାଇଥିଲା । <ref>{{Harvnb|Jacobs|1888}}, Introduction, page xv; {{Harvnb|Ryder|1925}}, अनुवादक अपनी प्रस्तावना में, हर्टेल को उद्धृत करते हुए: "that the original work was composed in Kashmir, about 200 B.C. At this date, however, many of the individual stories were already ancient."</ref><ref>{{Harvnb|Jacobs|1888}}, Introduction, page xv; {{Harvnb|Ryder|1925}}, Translator's introduction, quoting Hertel: "the original work was composed in Kashmir, about 200 B.C. At this date, however, many of the individual stories were already ancient."</ref>ଏହି ଗ୍ରନ୍ଥକୁ ପଣ୍ଡିତ ବିଷ୍ଣୁ ଶର୍ମା ରଚନା କରିଛନ୍ତି । ପଣ୍ଡିତ ବିଷ୍ଣୁ ଶର୍ମା ଏହି ପଞ୍ଚତନ୍ତ୍ର ପୁସ୍ତକଟିରେ ପଶୁପକ୍ଷୀମାନଙ୍କର ଚରିତ୍ରକୁ ଏଭଳି ଭାବରେ ବର୍ଣ୍ଣନା କରିଅଛନ୍ତି ଯେ ଯେଉଁଥିରେ କି ସେଥି ମଧ୍ୟରୁ ଜୀବନ ଗଠନ କରିବାର ପ୍ରଣାଳୀର ସଠିକ୍ ପଥଟିକୁ ଆହରଣ କରାଯାଇ ପାରିବ। ପଞ୍ଚତନ୍ତ୍ର କେବଳ ମାତ୍ର ପଶୁପକ୍ଷୀମାନଙ୍କର ଚରିତ୍ର ଉପରେ ଲେଖାଯାଇଥିଲେ ମଧ୍ୟ ସେଥିରେ ବେଦ ଉପନିଷଦ ପରି ମହାପୂଣ୍ୟ ପୁସ୍ତକମାନଙ୍କରେ ମିଳୁଥିବା ଜ୍ଞାନମଧ୍ୟ ଏହି ପୁସ୍ତକରେ ସ୍ଥାନପାଇଛି ।<ref>[http://www.i-c-r.org.uk/publications/monographarchive/Monograph36.pdf Doris Lessing, ''Problems, Myths and Stories],'' London: Institute for Cultural Research Monograph Series No. 36, 1999, p 13</ref> ଯେତେବେଳେ ଏହି ଗ୍ରନ୍ଥଟି ସମାପ୍ତ ହେଲା ସେତେବେଳେ ପଣ୍ଡିତ ବିଷ୍ଣୁ ଶର୍ମାଙ୍କ ବୟସ ୮୦ ବର୍ଷ ଥିଲା ।ଏହି ପଞ୍ଚତନ୍ତ୍ର ପଲ୍ଲବୀ ଭାଷାରେ ସିରିଆ,ପାର୍ସୀ,<ref>{{Harvnb|Knatchbull|1819}}</ref>'<ref>{{Harvnb|Eastwick|1854}}, {{Harvnb|Wollaston|1877}}, {{Harvnb|Wilkinson|1930}},</ref>, ତୁର୍କୀ<ref name="Jacobs">{{Harvnb|Jacobs|1888}}</ref><ref>''The Fables of Pilpay'', facsimile reprint of the 1775 edition, Darf Publishers, London 1987</ref>,ଜାଭାନିସ୍ <ref>{{cite book|author=Anthony Kennedy Warder|title=Indian Kāvya Literature: The art of storytelling|url=https://books.google.com/books?id=Fl0l5ZTkNxIC |year=1992|publisher=Motilal Banarsidass |isbn=978-81-208-0615-3|pages=77–84}}</ref><ref>{{cite book|author=Francisca Cho|title=Seeing Like the Buddha: Enlightenment through Film|url=https://books.google.com/books?id=jEkSDgAAQBAJ&pg=PA53|year=2017|publisher=State University of New York Press|isbn=978-1-4384-6440-4|pages=53–54}}, Quote: "(...) the Thai collection of stories called the Nang Tantrai features, which are based on the third century BCE Indian collection of animal fables known as the Pancatantra (...)"</ref>ଆରବୀ ଭାଷାରେ ପୈଶାଚୀ ଭାଷାରେ ନେପାଳୀ ପ୍ରଭୃତି ବହୁ ଭାଷାରେ ଅନୁବାଦିତ ବୋଲି ଶାସ୍ତ୍ରମତରେ କୁହାଯାଇଅଛି ।
ପଞ୍ଚତନ୍ତ୍ରକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି ।
# '''ମିତ୍ରଭେଦ'''(ବନ୍ଧୁ ମାନଙ୍କ ମଧ୍ୟରେ ଭୁଲ ବୁଝାମଣା)
୧୪ କ ଧାଡ଼ି:
 
==ପଞ୍ଚତନ୍ତ୍ରର ସ୍ୱରୂପ==
ପଞ୍ଚତନ୍ତ୍ରରେ ପାଞ୍ଚଟି ତନ୍ତ୍ର ବା ବିଭାଗ ଅଛି ।(ପାଞ୍ଚଟି ତନ୍ତ୍ରର ସମାହାର :- ଦ୍ୱିଗସମାସ)ଏହି ବିଭାଗ ମାନଙ୍କରେ ନୈତ୍ତିକତାପୂର୍ଣ ଶାସନର ବିଧି <ref>For this reason, Ramsay Wood considers it an early precursor of the [[mirrors for princes]] genre.</ref> ଲେଖାଯାଇଥିବାରୁ ଏହାକୁ ତନ୍ତ୍ର ବୋଲି କୁହା ଯାଏ ।<ref>{{Harvnb|Ryder|1925}}, Translator's introduction: "Thus, the lion is strong but dull of wit, the jackal crafty, the heron stupid, the cat a hypocrite. The animal actors present, far more vividly and more urbanely than men could do, the view of life here recommended—a view shrewd, undeceived, and free of all sentimentality; a view that, piercing the humbug of every false ideal, reveals with incomparable wit the sources of lasting joy." See also {{Harvnb|Olivelle|2006|pages=26–31}}</ref> ଏହି ତନ୍ତ୍ରରେ ମିତ୍ରଭେଦ(ବନ୍ଧୁ ମାନଙ୍କ ମଧ୍ୟରେ ଭୁଲ ବୁଝାମଣା),ମିତ୍ରଲାଭ(ମିତ୍ର ପ୍ରାପ୍ତି ଓ ତାହାର ଲାଭ),କାକୋଲୁକୀୟମ(କାଉ ଏବଂ ପେଚାର କଥା),ଲବ୍ଧପ୍ରଣାସ(ପାଇଥିବା ଜିନିଷକୁ ହରାଇବା),ଅପରିକ୍ଷିତକାରକ(ପରଖା ଯାଇନଥିବା କାମ କରିବା ଆଗରୁ ସାବଧାନ) ରହିଅଛିରହିଛି ।<ref>{{Harvnb|Ryder|1925}}, Translator's introduction: "These verses are for the most part quoted from sacred writings or other sources of dignity and authority. It is as if the animals in some English beast-fable were to justify their actions by quotations from Shakespeare and the Bible. These wise verses it is which make the real character of the ''Panchatantra''. The stories, indeed, are charming when regarded as pure narrative; but it is the beauty, wisdom, and wit of the verses which lift the ''Panchatantra'' far above the level of the best story-books."</ref>
 
{| class="wikitable" align=center style = " background: transparent; "
୬୧ କ ଧାଡ଼ି:
|align = left
}}
ନୀତିକଥାଗୁଡିକରେ କିଛି ମୁଖ୍ୟ କଥା ଥାଏ ଏବଂ କିଛି ଗୌଣ କଥା ଥାଏ । ସେହିଭଳି ଭାବରେ "ମିତ୍ରଭେଦ" ନାମକ ଏହି ପ୍ରଥମ ତନ୍ତ୍ରରେରେ ରାଜା ଅମରଶକ୍ତିଙ୍କ ବିଷୟରେ କୁହା ଯାଇଅଛି। ଯେଉଁଥିରେ ଏହା କୁହା ଯାଇଅଛି ଯେ ସେ ନିଜ ମୂର୍ଖ ପୂତ୍ର ମାନଙ୍କ ପାଇଁ ଚିନ୍ତିତ ରହୁଥିଲେ ଏବଂ ଏଥିପାଇଁ ସେ ବିଷ୍ଣୁଶର୍ମା ନାମକ ବିଦ୍ୱାନଙ୍କୁ ନିଜ ପୂତ୍ର ମାନଙ୍କୁ ଶିଖିତ କରାଇବା ପାଇଁ କାର୍ଯ୍ୟ ପ୍ରଦାନ କରନ୍ତି । ବିଷ୍ଣୁଶର୍ମା ସେମାନଙ୍କୁ ୬ ମାସରେ ହିଁ ନୀତିକଥା(ଗଳ୍ପ) ମାଧ୍ୟମରେ ଶିଖିତ କରାଇବାରେ ସଫଳ ହେଲେ । ମିତ୍ରଭେଦ ନାମକ ଭାଗର ଅଙ୍ଗୀକଥାରେ ଏକ ଦୁଷ୍ଟ ବିଲୁଆଦ୍ୱାରା ପିଙ୍ଗଳକ ନାମକ ଏକ ସିଂହ ସ‌ହିତ ସଂଜୀବକ ନାମକ ଏକ ଷଣ୍ଢର ଶତୃତା ଉତ୍ପତିର ବର୍ଣ୍ଣନା ରହିଅଛିରହିଛି ।<ref>{{cite book|author=Patrick Olivelle|title= Pañcatantra: The Book of India's Folk Wisdom|url= https://books.google.com/books?id=TMcUDAAAQBAJ |year=2009| publisher= Oxford University Press|isbn= 978-0-19-955575-8|pages= xviii–xix}}</ref> ଯାହାକୁ ସିଂହ ଆପତ୍ତିରୁ ବଞ୍ଚାଇଥିଲା ଏବଂ ନିଜର ଦୁଇ ମନ୍ତ୍ରୀ କରକଟ ଏବଂ ଦମନ‌କଙ୍କ ବିରୋଧ କରିବା ସତ୍ତ୍ୱେବି ନିଜର ମିତ୍ରା ବନାଇଥିଲା । ଏହି ତନ୍ତ୍ରରେ ଅନେକ ପ୍ରକାରର ଶିକ୍ଷଣୀୟ କଥା ଦିଆ ଯାଇଅଛି ଯେପରିକି ଧର୍ଯ୍ୟଦ୍ୱାରା ମଣିଷ କଠିନରୁ କଠିନତମ ପରିସ୍ଥିତିର ମଧ୍ୟ ମୁକାବିଲା କରିପାରିବ । ଏହି ଭାଗଟି ୫ଟି ଭାଗ ମଧ୍ୟରେ ବଡ ଭାଗ ଅଟେ ।<ref name=ryder1>Arthur Ryder (1925), [http://www.columbia.edu/itc/mealac/pritchett/00litlinks/panchatantra_ryder/index.html The Panchatantra], Columbia University archives, Book 1</ref>
 
===ଦ୍ୱିତୀୟ ତନ୍ତ୍ର :''ମିତ୍ରଲାଭ''===