"ବଇତାଳ ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ପୁରାତନ ରଚନାରେ ନିହାତି ଆବଶ୍ୟକ, ଆଧୁନିକ ଲେଖାରେ ଲୋଡ଼ାନାହିଁ (via JWB)
୬୭ କ ଧାଡ଼ି:
 
== ଅଧିଷ୍ଠାତ୍ରୀ ଦେବୀ ==
ଏଠାକାର ଅଧିଷ୍ଠାତ୍ରୀ ଦେବୀ, [[ଚାମୁଣ୍ଡା]] ବା [[ଚର୍ଚିକା]] ଏକ ବିଲୁଆ ଓ ପେଚାଙ୍କ ମଧ୍ୟରେ ଏକ ଶବ ଉପରେ ମୁଣ୍ଡ-ମାଳ-ହାର ପିନ୍ଧି ବସିଥିବାର ମୂର୍ତ୍ତି ଏଠାରେ ରହିଅଛିରହିଛି । ସେ କ୍ରମଶଃ ସାପ, ଧନୁ, ଢାଲ, ଖଣ୍ଡା, ତ୍ରିଶୂଳ, ବର୍ଛା ଓ ଏକ ଅସୁରର ଗଳାକୁ ବିଦ୍ଧ କରିଥିବା ଶକ୍ତି ଧରିଛନ୍ତି । ଏହି ମନ୍ଦିରର ବାତାୟନରେ ଚୈତ୍ୟ ସଦୃଶ ଭାସ୍କର୍ଯ୍ୟ ରହିଚି,ଯେଉଥିରେ ଶିବ ଏବଂ ପାର୍ବତୀଙ୍କର ସ୍ଥାପତ୍ୟ ରହିଅଛିରହିଛି
ଦେବୀ ଚାମୁଣ୍ଡା ନିଜର ଉଭୟ ପାର୍ଶ୍ୱରେ ଅନେକ ଭୈରବ ଏବଂ ଯୋଗିନିଙ୍କଦ୍ୱାରା ବେଷ୍ଟିତ ଏହା ଦେଉଳର ନିମ୍ନ ଭାଗରେ ଉତ୍କୀର୍ଣ୍ଣ ହୋଇଅଛି । ପୂର୍ବ ଭାଗରେ ଦେବୀଙ୍କ ସହମିଥୁନ ଭୈରବ ଦେବତାଙ୍କ ମୂର୍ତି ରହିଛି ।