"ଅରଣ୍ୟ ରୋଦନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ (via JWB)
 
୨୯ କ ଧାଡ଼ି:
'''ଅରଣ୍ୟ ରୋଦନ''', ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।<ref name="GokulsingDissanayake2013">{{cite book|author1=K. Moti Gokulsing|author2=Wimal Dissanayake|title=Routledge Handbook of Indian Cinemas|url=https://books.google.com/books?id=QwGgF-rDucEC&pg=PT822|date=17 April 2013|publisher=Routledge|isbn=978-1-136-77291-7|pages=822–}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରସନ୍ନ ପୃଷ୍ଟି ।<ref>{{cite book|title=National Film Festival|url=https://books.google.com/books?id=DA2LcQwI1DsC|year=1994|publisher=Directorate of Film Festivals, Ministry of Information and Broadcasting, Government of India}}</ref> [[ସାତକଡ଼ି ହୋତା]] ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ବିଜୟ ମିଶ୍ର କଥାଚିତ୍ରଟିର ସଂଳାପ ରଚନା କରିଥିଲେ । [[ବିପ୍ଳବ ରାୟଚୌଧୁରୀ]] ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref name="RajadhyakshaWillemen2014">{{cite book|author1=Ashish Rajadhyaksha|author2=Paul Willemen|title=Encyclopedia of Indian Cinema|url=https://books.google.com/books?id=rF8ABAAAQBAJ&pg=RA3-PA1993-IA7|date=10 July 2014|publisher=Taylor & Francis|isbn=978-1-135-94325-7|pages=3–}}</ref> ଏହି ଚଳଚ୍ଚିତ୍ରଟି ଚଳଚ୍ଚିତ୍ର ଉନ୍ନୟନ ନିଗମର ଆର୍ଥିକ ସ‌ହାୟତାରେ ନିର୍ମାଣ କରାଯାଇଥିଲା ।<ref>{{cite journal |last1=ହାଲି |first1=ଦିଲୀପ |title=୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା |journal=ଉତ୍କଳ ପ୍ରସଙ୍ଗ |date=1 August 2006 |url=http://magazines.odisha.gov.in/utkalprasanga/August2006/oriyapdf/63-65.pdf |accessdate=28 August 2018}}</ref><ref>{{cite journal |last1=ହାଲି |first1=ଦିଲୀପ |title=ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ |journal=ଉତ୍କଳ ପ୍ରସଙ୍ଗ |date=1 January 2008 |url=http://magazines.odisha.gov.in/utkalprasanga/2008/jan-2008/oriyapdf/22-24.pdf |accessdate=28 August 2018}}</ref>
 
ପ୍ରିୟମ୍ବଦା ରାୟ, ରାଈଚରଣ ଦାସ, ଶରତ ପୂଜାରୀ, ମ. ରାମଦାସ, ଲ‌ଲାଟେନ୍ଦୁ ରଥ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଜମିଦାରମାନଙ୍କର ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ଏବଂ ସାମୁହିକ ହତ୍ୟାଉପରେ ପର୍ଯ୍ୟବେସିତପର୍ଯ୍ୟବସିତ ଥିଲା ।<ref name="Thoraval2000">{{cite book|author=Yves Thoraval|title=The cinemas of India|url=https://books.google.com/books?id=-OpkAAAAMAAJ|date=1 February 2000|publisher=Macmillan India|isbn=978-0-333-93410-4}}</ref>
 
==ଅଭିନୟ==