"ମାଂସର ବିଳାପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ (via JWB)
 
୨୭ କ ଧାଡ଼ି:
| gross =
}}
'''ମାଂସର ବିଳାପ''', ମୁକ୍ତିଲାଭ କରିପାରିନଥିବା ଏକ ଓଡ଼ିଆ ଚଳଚ୍ଚିତ୍ର । ଏହାର ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ ନିରଞ୍ଜନ ପଟ୍ଟନାୟକ । ଏହା [[କାଳିନ୍ଦୀ ଚରଣ ପାଣିଗ୍ରାହୀ]]ଙ୍କ ଉପନ୍ୟାସ ''ମାଂସର ବିଳାପ'' ଉପରେ ପର୍ଯ୍ୟବେସିତପର୍ଯ୍ୟବସିତ ଥିଲା । [[ବ୍ୟୋମକେଶ ତ୍ରିପାଠୀ]]<ref>{{cite journal |title=ସେଦିନ ଏଦିନ |journal=ନିତିଦିନ ନଜର ୨୫ ଅପ୍ରେଲ ୨୦୨୧ |date=3 May 2021 |issue=ନଜର ୨୫ ଅପ୍ରେଲ ୨୦୨୧ |url=http://nitidinepaper.com/EditionPage/EPpage.php?edn=Nazar&isid=NITIDIN_NAZ_20210425#Page/13 |accessdate=3 May 2021}}</ref>, ନେତ୍ରାନନ୍ଦ, ପ୍ରମୋଦ ରଞ୍ଜନ, ସସ୍ମିତା, ମଞ୍ଜୁଳା ଓ ଏଲିନା ଆଦି କଳାକାର ଏଥିରେ ଅଭିନୟ କରିଥିଲେ । [[ବାଳକୃଷ୍ଣ ଦାଶ]]ଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ [[ଭିକାରୀ ବଳ]], [[ନିର୍ମଳା ମିଶ୍ର]], [[ସିପ୍ରା ବୋଷ]], [[ଗୀତା ପଟ୍ଟନାୟକ]] ଆଦି ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।<ref>{{cite web |title=Lost in adaptation |url=https://www.orissapost.com/lost-in-adaptation/ |website=www.orissapost.com |publisher=orissapost |accessdate=3 May 2021 |archiveurl=https://web.archive.org/web/20210503065250/https://www.orissapost.com/lost-in-adaptation/ |archivedate=3 May 2021}}</ref>
 
==ଆଧାର==