"ଅସହଯୋଗ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Double
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ (via JWB)
୧୨ କ ଧାଡ଼ି:
 
===ପ୍ରଥମ ପର୍ଯ୍ୟାୟରେ ଅସୋହଯୋଗ କାର୍ଯ୍ୟକ୍ରମ===
ଅସହଯୋଗ କାର୍ଯ୍ୟକ୍ରମ ଦୁଇଗୋଟି ପର୍ଯ୍ୟାୟରେ ପର୍ଯ୍ୟବେଶିତପର୍ଯ୍ୟବସିତ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକ୍ରମ ଥିଲା ସବୁକ୍ଷେତ୍ରରେ ଭାରତୀୟମାନେ ତାଙ୍କର ସମର୍ଥନ ପତ୍ୟାହାର କରିନେଇ ଭାରତରେ ବ୍ରିଟିଶ ଶାସନକୁ ଅଚଳ ଚରିଦେବେ ।
ସେଥିପାଇଁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ଥିର ହୋଇଥିଲା ।
# ୧୯୧୯ ଭାରତ ସରକାର ଆଇନ ଅନୁଯାୟୀ କାର୍ଯ୍ୟ କରାଯାଉଥିବା ଆଗାମୀ ନିର୍ବାଚନକୁ ବର୍ଜନ କରାଯିବ ।