"ଗଳ୍ପ ନୁହେଁ ଅଳ୍ପ ଦିନର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Removing http:// from unrequired paramteres of ref
ଟିକେ (via JWB)
୨୯ କ ଧାଡ଼ି:
'''ଗଳ୍ପ ନୁହେଁ ଅଳ୍ପ ଦିନର''', ୨୦୧୫ ମସିହାରେ ବଡ଼ଦିନ ସମୟରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] ଚଳଚ୍ଚିତ୍ର । ଜଗନ୍ନାଥ ପ୍ରଧାନଙ୍କ ପ୍ରଯୋଜନାରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଏଥିରେ ମୁଖ୍ୟ ଭୂମିକାରେ ଦୀପକ, ଲିପି ଥିବା ବେଳେ ଜିନା, [[ବବ୍‌ଲି]] ଏବଂ ରୁଦ୍ର ମଧ୍ୟ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name=ଗଳ୍ପ>{{cite web|title=Galpa Nuhe Alpa Dinara (ଗଳ୍ପ ନୁହେଁ ଅଳ୍ପ ଦିନର) - 2015 Odia Romantic Drama Film|url=http://ollywood.odiaportal.in/2015/12/galpa-nuhe-alpa-dinara-2015-odia.html|publisher=ଓଡ଼ିଆ ପୋର୍ଟଲ|accessdate=22 August 2016}}</ref> ଅନେକ ଦିନର ବ୍ୟବଧାନ ପରେ ନିର୍ଦ୍ଦେଶକ ରିତେଶ ନାୟକ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲା ପ୍ରେମାନନ୍ଦ ।
 
ତ୍ରିକୋଣୀୟ ପ୍ରେମ କାହାଣୀ, ପାରିବାରିକ କଥା ତ‌ଥା ଚାଷୀ ଆତ୍ମହତ୍ୟା ବିଷୟରେ ଏହି ଚଳଚ୍ଚିତ୍ରଟିର କାହାଣୀ ପର୍ଯ୍ୟବେଶିତପର୍ଯ୍ୟବସିତ ହୋଇଥିଲା ।
 
==ଅଭିନୟ==