"ନାଟ୍ୟ ଶାସ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବନାନ (via JWB)
 
୧ କ ଧାଡ଼ି:
{{ଆଧାର ନାହିଁ}}
 
ନାଟ୍ୟ ଶାସ୍ତ୍ର ହେଉଛି ସଂସ୍କୃତରେ ବର୍ଣ୍ଣନା ହୋଇଥିବା କଳା । ଏହାକୁ ଭରତ ମୁନି ଲେଖିଥିଲେ। ଏହା ଖ୍ରୀଷ୍ଟପୂର୍ବ ୨୦୦ ଏବଂ ୨୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସମାପ୍ତ ହୋଇଥିଲା।ଏଥିରେ କଳା ବିଷୟରେ ବର୍ଣ୍ଣନା କରା ଯାଇଛି। ଏଥିରେ ନାଟ୍ୟ କଳା ପ୍ରତିଯୋଗିତା ଓ କିପରି ମଞ୍ଚ ପରିଚାଳନା କରାଯିବ ସେ ସବୁ ବିଷୟରେ ବର୍ଣ୍ଣିତ।କେମିତି ଅଭିନୟ କରାଯିବ ଅଙ୍ଗଭଙ୍ଗି,ସାଜଶଯ୍ୟା,ପୋଷାକ,ଅଭିନୟ ଓ କଳା ନିର୍ଦେଶକଙ୍କନିର୍ଦ୍ଦେଶକଙ୍କ ଲକ୍ଷ୍ୟ,ସଙ୍ଗୀତର ଲୟ,ବାଦ୍ୟଯନ୍ତ୍ର, କଳା ଅଭିନୟ ବିଷୟରେ ବର୍ଣ୍ଣିତ।
 
ଏହା [[ସଂସ୍କୃତ ଭାଷା|ସଂସ୍କୃତ]] ବିଷୟରେ ଲିଖିତ ପାଠ୍ୟ କ୍ରମରେ ସମ୍ପୃକ୍ତ । ଏହି ଶବ୍ଦଟି ଦୁଇ ଭାଗରେ ବିଭକ୍ତ, ନାଟ୍ୟ ଓ ଶାସ୍ତ୍ର ।ଏହାର ମୂଳ ଶବ୍ଦ ନାଟ୍ୟ ନାଟ । ଏହାର ଅର୍ଥ କଳାକୁ ଉପସ୍ଥାପନ କରିବା । ଏହା କଳାକୁ ଅଭ୍ୟାସ ଓ ଏହାକୁ ଜାଣିବାର ଉନ୍ନତ ପନ୍ଥା । ଏଥୁରେ ୩୬ଟି ବିଷୟବସ୍ତୁ ରହିଛି । ସେ ସବୁ କଳା,ସଙ୍ଗୀତ,ନାଟକ କଥାବସ୍ତୁ ଉପରେ ଆଧାରିତ ।