"ଆଠଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିକି ରହିବ (via JWB)
୨୧ କ ଧାଡ଼ି:
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: [[ଆଠଗଡ଼|ଆଠଗଡ଼ (ବି)]], ଆଠଗଡ଼ ବ୍ଳକ, ତିଗିରିଆ ବ୍ଳକ ଓ ଟାଙ୍ଗୀ-ଚୌଦ୍ୱାର ବ୍ଳକର କିଛି ଅଂଶ ।<ref>[http://eci.nic.in/delim/Final_Publications/Orissa/orissa.pdf Assembly Constituencies and their Extent]</ref><ref>[http://eci.nic.in/delim/paper1to7/Orissa.xls Seats of Odisha]</ref>
 
ଗତ ୨୦୧୯ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ [[ରଣେନ୍ଦ୍ର ପ୍ରତାପ ସ୍ୱାଇଁ]] ବିଜେପିର ବ୍ରଜେନ୍ଦ୍ର କୁମାର ରାୟଙ୍କ ଠାରୁରାୟଙ୍କଠାରୁ ୫୭,୯୯୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।<ref>{{Cite web|url=http://results.eci.gov.in/ac/en/trends/statewiseS181.htm?st=S181|title=Assembly Election 2019 - Election Commission of India|website=results.eci.gov.in|access-date=2019-06-12}}</ref>
 
ଗତ ୨୦୧୪ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ବିଚିତ୍ରାନନ୍ଦ ମୁଦୁଲିଙ୍କ ଠାରୁମୁଦୁଲିଙ୍କଠାରୁ ୬୮୪୮୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।<ref name=":0">https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf</ref>
 
ଗତ ୨୦୧୨ ଉପ-ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କଠାରୁ ୪୭,୩୯୦ ଅଧିକ ଭୋଟ ପାଇ ନିର୍ବାଚିତ ହେଇଥିଲେ ।<ref>{{cite web |url= http://zeenews.india.com/news/odisha/odisha-bjd-wins-athagarh-bypoll_765236.html |title=Odisha: BJD wins Athagarh bypoll |work=zeenews.india.com |quote=Odisha: BJD wins Athagarh bypoll |accessdate=20 May 2013}}</ref>