"ସମ୍ବଲପୁର ବିଶ୍ବବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ "ଠାରୁ" ଶବ୍ଦ ସହ ଲାଗିକି ରହିବ (via JWB)
୧୬ କ ଧାଡ଼ି:
}}
 
ସମ୍ବଲପୁର ବିଶ୍ୱବିଦ୍ୟାଳୟ [[ଓଡ଼ିଶା]]ର ତୃତୀୟ ପୁରାତନ ବିଶ୍ୱବିଦ୍ୟାଳୟ ଯାହା [[ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ]] ସ୍ଥାପନ ହବାର ଦୁଇ ଦିନ ପରେ ୧୯୬୩ ମସିହା, ଜାନୁୟାରୀ ୪ ତାରିଖ ଦିନ ସ୍ଥାପନା କରା ଯାଇଥିଲା। ପଶ୍ଚିମ ଓଡ଼ିଶାର ଉଚ୍ଚତର ଶିକ୍ଷାର ବିକାଶ କ୍ଷେତ୍ରରେ ଏହା ଏକ ବହୁତ ବଡ ପଦକ୍ଷେପ ଥିଲା। ଜ୍ୟୋତିବିହାର ଭାବେ ପରିଚିତ ଏହାର ପରିସର ସମ୍ବଲପୁର ସହର ଠାରୁସହରଠାରୁ ୧୫ କି.ମି. ଦୂର ବୁର୍ଲାଠାରେ ଅବସ୍ଥିତ।
 
== ଇତିହାସ ==