"ସମୟମଣ୍ଡଳ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
ଟିକେ "ଠାରୁ" ଶବ୍ଦ ସହ ଲାଗିକି ରହିବ (via JWB) |
||
୫ କ ଧାଡ଼ି:
ଏକ '''ସମୟ ମଣ୍ଡଳ''' ହେଉଛି ପୃଥିବୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଯେଉଁଥିରେ ସବୁଆଡ଼େ [[ମାନକ ସମୟ]] ସମାନ ଥାଏ ।<ref>{{Citation|title=3. From National to Uniform Time around the Globe|date=2015-12-31|url=http://dx.doi.org/10.4159/9780674915992-003|work=The Global Transformation of Time|pages=75–98|publisher=Harvard University Press|isbn=978-0-674-91599-2|access-date=2020-11-01}}</ref> ସାଧାରଣତଃ ସମୟ ମଣ୍ଡଳର ସୀମାରେଖା ବାସ୍ତବ ଦେଶ ତଥା ଦେଶ ବିଭାଜନର ସୀମାରେଖା ସହ ସମାନ ଥାଏ । ଏପରି କରିବାର ଉଦ୍ଦେଶ୍ଯ ହେଉଛି ବ୍ଯବସାୟ କରୁଥିବା ପାଖାପାଖି ସ୍ଥାନମାନଙ୍କରେ ସମୟକୁ ପାଖାପାଖି ସମାନ ରଖିବା । ଫ୍ରାନ୍ସର ସର୍ବାଧିକ ୧୨ଟି ସମୟ ମଣ୍ତଳ ରହିଛି ।
ଅଧିକାଂଶ ସମୟମଣ୍ଡଳଗୁଡ଼ିକ [[ନିୟନ୍ତ୍ରିତ ବୈଶ୍ୱିକ ସମୟ]] (UTC)
କେତେକ ଉଚ୍ଚ ଅକ୍ଷାଂଶ ବିଶିଷ୍ଟ ଦେଶ ବା ଅଞ୍ଚଳଗୁଡିକରେ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ [[ଦିବାଲୋକ ବଚତ ସମୟ]]ର ବ୍ଯବହାର କରାଯାଏ, ଏଥିପାଇଁ ସ୍ଥାନୀୟ ସମୟରେ ପାଖାପାଖି ଏକ ଘଣ୍ଟାର ବଦଳ କରାଯାଏ ।
|