"ତଥାଗତ ଶତପଥୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ (via JWB)
ଟ୍ୟାଗ: Reverted
ଟିକେ "ଦ୍ୱାରା" ଶବ୍ଦ ସହ ଲାଗିକି ରହିବ (via JWB)
ଟ୍ୟାଗ: Manual revert
୫୯ କ ଧାଡ଼ି:
 
=== ଅନ୍ୟାନ୍ୟ ମତ ===
ଭ୍ରଷ୍ଟାଚାର ଦୁରକରିବାକୁ ସାଂସଦମାନଙ୍କୁ [[ଜନ ଲୋକପାଳ ବିଲ]]<nowiki/>ରେ ମିଶାଇବାକୁ ସେ ସମର୍ଥନ କରିଥିଲେ ।<ref name="MPsTooET">{{Cite news|url=http://economictimes.indiatimes.com/articleshow/9987911.cms|title=MPs too should be made accountable: Tathagata Satpathy, A member of Parliament, representing Biju Janata Dal|date=15 September 2011|work=[[The Economic Times]]|access-date=29 December 2015}}</ref> ଡିସେମ୍ବର ୨୦୧୫ ମସିହାରେ ସେ ମଧ୍ୟସ୍ଥତା ଏବଂ ସଂଶୋଧନ ବିଧେୟକକୁ ବଡ଼ ସଂସ୍ଥାଗୁଡିକୁ ଅନୁଚିତ ଲାଭ ଦେବ ବୋଲି ସେ ଯୁକ୍ତି ବାଢ଼ିଥିଲେ ।<ref name="FavouringET">{{Cite news|url=http://articles.economictimes.indiatimes.com/2015-12-17/news/69119290_1_kg-d6-block-ril-telecom-giant-vodafone|title=BJD member Tathagata Satpathy accuses government of favouring mega corporates|date=17 December 2015|work=[[The Economic Times]]|access-date=29 December 2015}}</ref> [[ସାଂସଦ ଆଦର୍ଶ ଗ୍ରାମ ଯୋଜନା|ସଂସଦ ଆଦର୍ଶ ଗ୍ରାମ ଯୋଜନା]]<nowiki/>କୁ ସେ ତ୍ରୁଟିପୂର୍ଣ୍ଣ ଏବଂ ଏହା ଦ୍ୱାରାଏହାଦ୍ୱାରା ବିଶେଷ କିଛି ଲାଭ ହେବନାହିଁ ବୋଲି ଯୁକ୍ତି ବାଢ଼ିଥିଲେ । ଏହି ଯୋଜନାଦ୍ୱାରା ସେ ତାଙ୍କ ନିର୍ବାଚନ ମଣ୍ଡଳୀର ୩୦୦୦ ଗ୍ରାମରୁ କେବଳ ୮ଟି ଗ୍ରାମର ଉନ୍ନତି କରିବାର ଅଧିକାର ପାଉଛନ୍ତି ।<ref name="ImpracticalET">{{Cite news|url=http://articles.economictimes.indiatimes.com/2015-07-08/news/64212215_1_sansad-adarsh-gram-yojana-sagy-mplad-funds|title=Poke Me: Sansad Adarsh Gram Yojana a well-intentioned but impractical scheme|date=8 July 2015|work=[[The Economic Times]]|access-date=29 December 2015}}</ref> [[ହିନ୍ଦୀ]]<nowiki/>କୁ ଜାତୀୟ ଭାଷା କରିବାର ପ୍ରସ୍ତାବକୁ ସେ ବିରୋଧ କରିଥିଲେ ।<ref name="Crow">{{Cite news|url=http://www.telegraphindia.com/1151127/jsp/nation/story_55352.jsp#.VpItdU9R2D4|title=Nirapeksh row? Eat crow, stick to 'secular'|date=27 November 2015|work=[[The Telegraph (India)]]|access-date=10 January 2016}}</ref>
 
ଆଣବିକ ଶକ୍ତି ପ୍ଲାଣ୍ଟ ତିଆରିକୁ ସେ ବିରୋଧ କରିଥିଲେ । ସମଗ୍ର ବିଶ୍ବ ଏହି ଶକ୍ତିରୁ ଦୁରକୁ ଯାଉଥିଲାବେଳେ ଭାରତ କାହିଁକି ଆରମ୍ଭ କରୁଛି ବୋଲି ସେ ପ୍ରଶ୍ନ କରିଥିଲେ । ଫ୍ରାନ୍ସର ଆରେଭା ଆଣବିକ ସଂସ୍ଥା, ମହାରାଷ୍ଟ୍ରକୁ ପୁରୁଣାକାଳିଆ ପ୍ରଯୁକ୍ତି ବିଦ୍ୟା ବିକିଛି ବୋଲି କହିଥିଲେ । କେନ୍ଦ୍ର, ଅନ୍ୟ ଦେଶଗୁଡ଼ିକ ଭଳି ଆଣବିକ କେନ୍ଦ୍ରର ସୁରକ୍ଷା ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିବାକୁ କହିଥିଲେ ।<ref name="Nukes">{{Cite news|url=http://www.business-standard.com/article/pti-stories/ls-passes-bill-to-allow-npcil-to-have-tie-ups-with-other-psus-115121400996_1.html|title=LS passes bill to allow NPCIL to have tie-ups with other PSUs|date=14 December 2015|work=[[Business Standard]]|access-date=10 January 2016}}</ref><ref name="NukeSafety">{{Cite news|url=http://www.business-standard.com/article/pti-stories/ls-mps-question-nuclear-plant-safety-115121400799_1.html|title=LS MPs question nuclear plant safety|date=14 December 2015|work=[[Business Standard]]|access-date=10 January 2016}}</ref>