"ଭାରତୀୟ ଉପମହାଦେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ ବନାନ (via JWB)
ଟ୍ୟାଗ: Reverted
୬ କ ଧାଡ଼ି:
 
== '''ନିରୁକ୍ତି ଓ ନାମକରଣ''' ==
ଓଡ଼ିଆ ଓ ଅନ୍ୟାନ୍ୟ ଭାରତୀୟ ଭାଷାମାନଙ୍କରେ ଏହାର ନାମ ହେଉଛି – ଭାରତ, ଭାରତଖଣ୍ଡ, ଭାରତବର୍ଷ, ଜମ୍ବୁଦ୍ୱୀପ। କେତେକ କ୍ଷେତ୍ରରେ ଉତ୍ତର ଭାରତକୁ ଆର୍ଯ୍ୟାବର୍ତ୍ତ ଓ ଦକ୍ଷିଣ ଭାରତକୁ ଦ୍ରାବିଡବର୍ତ୍ତ କୁହାଯାଏ। ପାରସୀ ଓ ଏହାଦ୍ୱାରାଏହା ଦ୍ୱାରା ପ୍ରଭାବିତ ଭାଷାମାନଙ୍କରେ ଏହାର ନାମ ହିନ୍ଦୁସ୍ଥାନ୍, ହିନ୍ଦୁସ୍ତାନ୍, ଇଣ୍ଡିଆ, ଇତ୍ୟାଦି।
 
ସଂସ୍କୃତରେ ଭାରତର ନାମକରଣର ଦୁଇଟି କାରଣ ଥାଇପାରେ – (1) ଭାରତରେ ବସବାସ କରୁଥିବା ସର୍ବ ପୁରାତନ ଭରତ ଜାତିର ଲୋକମାନଙ୍କ ନାମାନୁସାରେ, ଅଥବା (2) ଭାରତର ପ୍ରଥମ ଚକ୍ରବର୍ତ୍ତୀ ଭରତଙ୍କ ସାମ୍ରାଜ୍ୟ ହୋଇଥିବାରୁ।