"ସୂଚନା ଡିଜାଇନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ବାହାର ଲିଙ୍କ ସବୁ" -> "ବାହାର ଲିଙ୍କ" (via JWB)
ଟିକେ ପ୍ରସଙ୍ଗସବୁ ଭିତରେ ସମାନତା (via JWB)
ଟ୍ୟାଗସବୁ: Blanking Reverted
୧ କ ଧାଡ଼ି:
{{Refimprove|date=September 2009}}
{{[[Data Visualization]]}}
 
'''ସୂଚନା ଡିଜାଇନ''' ଉପଲବ୍ଧ ସୂଚନା ସମୂହକୁ ସକ୍ରିୟ ଓ ଉପଯୋଗୀ ଭାବରେ ଉପସ୍ଥାପନ କରିବାର ଏକ ପ୍ରଣାଳୀ । ଏହା ସୂଚନାକୁ ସାଧାରଣ ଲୋକ ଭଲ ଭାବରେ ଜାଣିବା ଓ ବୁଝିପାରିବାରେ ସାହାଯ୍ୟ କରିଥାଏ । ଏହା ତଥ୍ୟକୁ ପ୍ରଦର୍ଶନ କରିବା ପାଇଁ ଥିବା ଗ୍ରାପ୍ଗିକ ଦିଶୟନ ପରି ଆକର୍ଷକ ଓ କଳାତ୍ମକ ନ ହେଇ ମଧ୍ୟ ସରଲା ଓ ସାବଲୀଳ ଭାବରେ ସୂଚନାକୁ ପ୍ରଦର୍ଶନ କରିଥାଏ । ଏହା " ତଥ୍ୟ ପ୍ରଦର୍ଶନ " ପଦ୍ଧତି ସହ ସମାଜସ୍ୟ ରଖିଥାଏ ଓ ତଥ୍ୟ ପ୍ରଦଶନ ବିଦ୍ୟାର ପାଠ୍ୟକ୍ରମର ଅଂଶବିଶେଷ ଭାବରେ ଏହା ଶିକ୍ଷା ଦିଅ ଯାଇଥାଏ । .<ref>http://www.design.ccsu.edu/</ref>
 
ସୂଚନା ଦିଜାଇନ ପ୍ରକୃତରେ ଏକ କୈଫିଯତ ଦେବାର ଶୈଳୀ । ଏହା ପୃଥିବୀର ବିଭିନ୍ନ ଘଟଣା ଓ ବିଷୟର କୈଫିଯତ ଦେଇଥାଏ , ଯାହାଦ୍ୱାରା ଜ୍ଞାନ ଓ କାର୍ଯ୍ୟରେ ସହାୟତା ହୁଏ । <ref>Per Mollerup, Data Design: Visualising quantities, locations, connections, Bloomsbury Academic, 2015</ref>
 
== ଇତିହାସ ==
୧୦୭୦ ଦଶକରେ  ବହୁମୂଖୀ ଶିକ୍ଷଣ ପଦ୍ଧତି ସମୂହ ହିସାବରେ ଏହି ସୂଚନା ଡିଜାଇନର ଉଦ୍ଭବ ହେଇଥିଲା । କିଛି ଗ୍ରାଫିକ ଡିଜାଇନର ଏହି ନାମ ଗ୍ରହଣ କରି Information Desaign Journalନାମକ ଏକ ପ୍ରକାଶନ ୧୯୭୯ରେ ବାହାର କରିଥିଲେ । ପରେ ସୂଚନା ଡିଜାଇନ  ଉପରେ ଅନ୍ତର୍ଜାତିକ ସୂଚନା ଡିଜାଇନ ପ୍ରତିଷ୍ଠାନ (IIID)  ୧୯୮୭ରେ ପ୍ରତିଷ୍ଠିତ ହେଇଥିଲା । ଏହା ସହ Information Desaig Association  ମଧ୍ୟ ୧୯୯୧.<ref>{{cite web|url=http://www.robwaller.org/IDA_origins_RW.pdf |title=The Origins of the Information Design Association |publisher=University of Reading |year=2008 |accessdate=2013-01-30}}</ref>ରେ ପ୍ରତିଷ୍ଠିତ ହେଲା । ତତ୍ ପୂର୍ବରୁ ଏଡୱାର୍ଡ ଟୁଫଟେ  "The Visual Display of Quantitative Information". ନାମକ ପୁସ୍ତକ ପ୍ରକାଶନ ୧୯୮୨ ମସିହାରେ କରିଥିଲେ । ଏହି ପରିପେକ୍ଷୀ ରେ " information graphics" ଶବ୍ଦର ବ୍ୟବହାର ଆରମ୍ଭ ହେଇଥିଲା । 
 
== ପ୍ରାରମ୍ଭିକ ଉଦାହରଣ ==
[[ଫାଇଲ:Minard.png|thumb|350x350_ପିକସେଲ|୧୮୬୧ରେ ନାପୋଲିଆନଙ୍କ ସୈନ୍ୟ ଅଗ୍ରଣୀ ଦର୍ଶାଉଥିବା ଏ୩କ ଭିସୁୟାଲ ଗ୍ରାଫିକ ]]
* ୱିଲିୟମ ପ୍ଲାୟଫାୟରଙ୍କ ମେପରେ ଇଂଲଣ୍ଡର ବାଣିଜ୍ୟକୁ ଦର୍ଶାଉଥିବା ଚିତ୍ରସେ ଏଥିରେ ବାର , ଲାଇନ ଓ ଏରିୟା ଚାର୍ଟର ପ୍ରୟୋଗ କରିଥିଲେ  <ref>{{cite web|url=http://www.anychart.com/blog/2015/12/23/first-area-charts-history/ |title=First Ever Area Charts Created 200+ Years Ago |publisher=AnyChart|accessdate=25 December 2015}}</ref><ref name=Tufte>{{cite book|last=Tufte|first=Edward|author-link=Edward Tufte|title=The Visual Display of Quantitative Information|year=1983|publisher=Graphics Press|location=Cheshire, Connecticut|ISBN=0961392142}}</ref>
* ୧୮୫୦ରେ ଲଣ୍ଡନରେ କୋଲେରା ବ୍ୟାଧିର ସଞ୍ଚରଣ ଦର୍ଶାଇବା ପାଇଁ ଜନ ସ୍ନୋ ଏକ ଗ୍ରାଫ କରିଥିଲେ<ref>{{cite web|last1=Crosier|first1=Scott|title=John Snow: The London Cholera Epidemic of 1854|url=http://webprojects.oit.ncsu.edu/project/bio183de/Black/science/science_reading/8.html|publisher=University of California, Santa Barbara}}</ref>
* ୧୮୬୧ରେ ନାପୋଲିଆନଙ୍କ ସେନାଙ୍କ ଅଗ୍ରଣୀ ଦେଖାଇବାକୁ ଚାର୍ଲସ ମିନାର୍ଡ  ଏକ ଗ୍ରାଫ ଡିଜାଇନ କରିଥିଲେ<ref>{{cite web|last1=Corbett|first1=John|title=Charles Joseph Minard: Mapping Napoleon's March, 1861|url=http://www.csiss.org/classics/content/58|publisher=Center for Spatially Integrated Social Science|accessdate=21 September 2014}}</ref>
* ୧୯୩୦ରେ ଭାଷା ସମୂହ ଦେଖେଇବାକୁ ଓଟୋ ନେଉରଥ ଏକ ଗ୍ରାଫିକାଲ ଡିଜାଇନ କରିଥିଲେ <ref>{{cite web|last=Popova|first=Maria|title=The Invention of ISOTYPE: How a Vintage Visual Language Paved the Way for the Infographics Age|url=https://www.brainpickings.org/2011/03/08/the-transformer-isotype/|publisher=Brain Pickings|accessdate=25 December 2015}}</ref>
* [[Florence Nightingale]]'s information graphic depicting army mortality rates<ref>{{cite web|last1=Small|first1=Hugh|title=Florence Nightingale's statistical diagrams|url=http://www.florence-nightingale-avenging-angel.co.uk/GraphicsPaper/Graphics.htm}}</ref>
 
* Florence Nightingale's ସେନାବାହିନୀରେ ସୈନ୍ୟ ମୃତ୍ୟୁ ହାରକୁ ନେଇ ଫ୍ଲୋରେନ୍ସ ନାଇଟିଙ୍ଗଲ ଏକ ଡିଜାଇନ କରିଥିଲେ <ref>[http://www.youtube.com/watch?v=g9Y4SxgfGCg Edward Tufte-Presentation-August 2013]</ref>
 
== ପ୍ରଯୁକ୍ତି ସମୂହ ==
[[ଫାଇଲ:DALY_disability_affected_life_year_infographic.svg|thumb|ଜୀବନ କଳାକୁ ଦର୍ଶାଉଥିବା ଏକ ଡିଜାଇନ ]]
[[ଫାଇଲ:Bangalore_Outbound_Trains_Frequency_Chart.png|thumb|350x350_ପିକସେଲ|ବାଙ୍ଗାଲୋରରୁ ଯାଉଥିବା ଟ୍ରେନ ସମୂହର ବିବରଣୀର ଭିଜୁଆଲ ଗ୍ରାଫିକ ]]
 
== ସାବଲୀଳତା ==
ସୂଚନା ଡିଜାଇନରେ ସରଳତା ଅବଲମ୍ବନ ଏକ ମୁଖ୍ୟ ଆଭିମୁଖ୍ଯ । ଏହି ପଦ୍ଧତିରେ ସୂଚନାର ପରିମାଣ ଗତ ନ୍ୟୁନତା ଘଟିଥିଲେ ମଧ୍ୟ ତାହା ସରଳୀକରଣ ଯୋଗୁଁ ଟହୁ ବୁଝିବା ସାଧାରଣ ଲୋକଙ୍କ ପାଇଁ ସୁବିଧା ହେଇଥାଏ । 
 
== ପୁନଶ୍ଚ ଦେଖଣା ==
* Cartography
* Chief Experience Officer (CXO)
* Content management
* Data Visualization
* Epidemiology
* Information architecture
* Knowledge visualization
* New Epoch Notation Painting
* Plain language
* Signage
* [[ପରିସଂଖ୍ୟାନ|Statistics]]
* Technical communication
* Technical illustration
* [[ଅକ୍ଷର କଳା|Typography]]
* Visual literacy
* Wayshowing/Wayfinding
* Web indexing
 
== ଆଧାର ==
{{Reflist}}
 
== ବାହାର ଲିଙ୍କ ==
* [http://www.informationdesign.org/ InformationDesign.org]
* [http://www.iiid.net/ International Institute for Information Design]
* [https://communication.org.au/modules/publisher/index.php/item.19/information-design-for-the-information-age.html Communication Research Institute: ''Information Design for the Information Age'']
* [http://www.benjamins.com/cgi-bin/t_seriesview.cgi?series=IDJ Information Design Journal]
* [http://www.infodesign.org.uk/ UK Information Design Association]
* [http://stc-on.org/id/ Society for Technical Communication Information Design – Information Architecture (ID–IA) Special Interest Group (SIG)]
* [http://backspace.com/notes/2008/02/an-introduction-to-information-design.php Visualizing Information for Advocacy: An Introduction to Information Design] Booklet on information design for non-profit and non-governmental organizations.
* {{Cite web}}
* {{Cite web}}