"ହିନ୍ଦୁ ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ 2402:3A80:18AE:6D1B:FEB1:346:26F3:E558 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Ansumangଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
ଟିକେ ପୁରାତନ ରଚନାରେ ନିହାତି ଆବଶ୍ୟକ, ଆଧୁନିକ ଲେଖାରେ ଅନାବଶ୍ୟକ (via JWB)
୧ କ ଧାଡ଼ି:
{{ଛୋଟ|Hinduism}}
ହିନ୍ଦୁଧର୍ମ ଏକ ଧାର୍ମିକ ମତବାଦ ବା ଧାରା ଯାହା ମୁଖ୍ୟତଃ ଭାରତୀୟ ଉପମହାଦେଶରେ ଅନୁସରଣ ହୋଇଥାଏ । ହିନ୍ଦୁ ଧର୍ମର ଉତ୍ପତ୍ତି ସମୟ ବିଷୟରେ ମତପାର୍ଥକ୍ୟ ଥିଲେ ମଧ୍ୟ ଏହା ପ୍ରାୟ ଖୀ.ପୂ. ୨୦୦୦ - ୧୫୦୦ ମଧ୍ୟରେ ଉତ୍ପତ୍ତି ହୋଇଥିଲା ବୋଲି ଅନେକ ମତ ଦିଅନ୍ତି । ବେଦ ହିନ୍ଦୁ ମାନଙ୍କର ପ୍ରଧାନ ଧର୍ମ ଗ୍ରନ୍ଥ ଅଟେ । ୯୨ କୋଟି ଧର୍ମାବଲମ୍ବୀଙ୍କ ସହିତ ହିନ୍ଦୁଧର୍ମ, [[ଖ୍ରୀଷ୍ଟ]] ଓ [[ଇସଲାମ]] ଧର୍ମ ପରେ ଦୁନିଆର ୩ୟ ବଡ଼ ଧର୍ମ । ହିନ୍ଦୁଧର୍ମର ଅଧିକାଂଶ ଧର୍ମାବଲମ୍ବୀ [[ଭାରତ]] ଓ [[ନେପାଳ]]ରେ ବସବାସ କରନ୍ତି। <ref name="ହିନ୍ଦୁ ଧର୍ମ">{{cite web
| url = http://www.religioustolerance.org/hinduism.htm
| title = ହିନ୍ଦୁ ଧର୍ମ
୪୦ କ ଧାଡ଼ି:
* [[ସଂସ୍କୃତ]]ରେ ସମୁଦାୟ ୫୪ଟି ଅକ୍ଷର ଅଛି ଓ ପ୍ରତ୍ୟେକ ଅକ୍ଷରକୁ ପୁଲିଙ୍ଗ (ଶିବ) ଓ ସ୍ତ୍ରୀଲିଙ୍ଗ (ଶକ୍ତି) ଆକାରରେ ଲେଖାଯାଇପାରେ । ଏହିପରି ୫୪ × ୨ = ୧୦୮ ହୁଏ ।
* ହିନ୍ଦୁ ଧର୍ମରେ ୧୦୮ଟି [[ପୁରାଣ]] ଓ ୧୦୮ଟି [[ଉପନିଷଦ]] ଅଛି ।
* ୧ର ପ୍ରଥମ ଘାତ, ୨ର ଦ୍ୱିତୀୟ ଘାତ ଓ ୩ର ତୃତୀୟ ଘାତ ବାହାର କଲେ, ତିନିଟି ଯାକ ଘାତଫଳର ଗୁଣଫଳ ୧୦୮ ଅଟେ । ଅର୍ଥାତ୍,<br/>
:୧ର ପ୍ରଥମ ଘାତ = ୧
:୨ର ଦ୍ୱିତୀୟ ଘାତ = ୨ × ୨ = ୪