"କେନ୍ଦୁଝର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ " ସବୁ" (ସ୍ପେସ ସହ) -> "ସବୁ" (via JWB)
ଟିକେ ପୁରାତନ ରଚନାରେ ନିହାତି ଆବଶ୍ୟକ, ଆଧୁନିକ ଲେଖାରେ ଅନାବଶ୍ୟକ (via JWB)
୮୦ କ ଧାଡ଼ି:
 
== ଜନସଂଖ୍ୟା ଓ ସାକ୍ଷରତା ==
୨୦୦୧ ମସିହାର [[ଭାରତୀୟ ଜନଗଣନା]] ଅନୁସାରେ, {{PAGENAME}} ସହରର ମୋଟ ଜନସଂଖ୍ୟା ୩୫୦୪୩ ଅଟେ ।<ref name=sens>{{cite web|title=way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ|url=http://web.archive.org/web/20040616075334/http://www.censusindia.net/results/town.php?stad=A&state5=999|accessdate=24 September 2015}}</ref> ସେଥି ମଧ୍ୟରୁ ୫୧.୨୪% ଜଣ ପରୁଷ ହୋଇଥିବା ବେଳେ ୪୮.୭୬% ଜଣ ନାରୀ ଅଟନ୍ତି । {{PAGENAME}}ର ସାକ୍ଷରତା ହାର ୭୨.୦୮% ଅଟେ । ଏହା ଜାତୀୟ ହାର ଠାରୁ -୭.୨୪% ପ୍ରତିଶତ କମ ଅଟେ । ସେଥିରୁ ୪୦.୮୭% ପ୍ରତିଶତ ପୁରୁଷ ଓ ୩୧.୨୨% ନାରୀ ଅଟନ୍ତି । ୧୧.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।<ref name=sens/>
 
== ଭାଷା ==
[[ଓଡ଼ିଆ ଭାଷା|ଓଡ଼ିଆ]] {{PAGENAME}}ର ସରକାରୀ ଭାଷା ଅଟେ
 
== ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ==
୯୭ କ ଧାଡ଼ି:
ସହର ଉପକଣ୍ଠରେ, ମାତ୍ର ୬କି.ମି. ଦୂରତାରେ ଥିବା ଏହି ଜଳପ୍ରପାତଟି ଏକ ଅତ୍ୟନ୍ତ ମନୋରମ ସ୍ଥାନ । ୧୦୦ଫୁଟ ଉଚ୍ଚତାର ଏହି ପ୍ରପାତ ନିକଟରେ ବର୍ଷସାରା ଜନଗହଳି ଲାଗିରହିଥାଏ । ଏଠାରେ ଏକ କୃତ୍ରିମ ଜଳଭଣ୍ଡାର ନିର୍ମାଣ କରାଯାଇ ପର୍ଯ୍ୟଟକ ମାନଙ୍କପାଇଁ ନୌ-ବିହାରର ବ୍ୟବସ୍ଥା କରାଯାଇଛି । ଏଠାରେ ଥିବା ପ୍ରମୋଦ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ଫୁଲ/ଫଳ ବୃକ୍ଷମାନ ଲଗାଯାଇଛି ।
* '''[[ବଡ଼ଘାଗରା ଜଳପ୍ରପାତ|ବଡ଼ଘାଗରା]]'''
ସହରରୁ ମାତ୍ର ୯କି.ମି. ଦୂରତାରେ ଅବସ୍ଥିତ ଏହା ଅନ୍ୟ ଏକ ମନୋରମ ଜଳପ୍ରପାତ । ଏହାର ଉଚ୍ଚତା ୨୦୦ଫୁଟ ଅଟେ ।<ref>[http://kendujhar.nic.in]</ref>
[[ଫାଇଲ:Badaghagara Kendujhar.jpg|thumb|right|Badaghagara Waterfall, Kendujhar]]
 
"https://or.wikipedia.org/wiki/କେନ୍ଦୁଝର"ରୁ ଅଣାଯାଇଅଛି