"ସୁନ୍ଦରଗଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ଆଧୁନିକ ଲେଖାରେ ଅନାବଶ୍ୟକ (via JWB)
୫୮ କ ଧାଡ଼ି:
| registration_plate = OD-16
| website = http://sundergarh.nic.in/}}
'''{{PAGENAME}}''' ଏକ [[ଭାରତ|ଭାରତୀୟ]] {{TownType|M}} ଅଟେ । ଏହା [[ଓଡ଼ିଶା]]ର [[ସୁନ୍ଦରଗଡ଼ ଜିଲ୍ଲା]]ର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ୨୦୧୧ ଭାରତୀୟ ଜନଗଣନା ଅନୁସାରେ ସୁନ୍ଦରଗଡ଼ ସହରର ଜନସଂଖ୍ୟା ୪୫,୦୩୬ ଅଟେ ।<ref name=population>{{cite web|title=Census 2011 |url=http://www.censusindia.gov.in/pca/SearchDetails.aspx?Id=401595|publisher=The Registrar General & Census Commissioner, India|accessdate=1 August 2014}}</ref><ref>{{cite web|title=Municipality|url=http://sundergarh.nic.in/municipality.html |publisher=National Informatics Centre|accessdate=26 April 2015}}</ref>
 
== ଜନସଂଖ୍ୟା ଓ ସାକ୍ଷରତା ==
୨୦୦୧ ମସିହାର [[ଭାରତୀୟ ଜନଗଣନା]] ଅନୁସାରେ, {{PAGENAME}} ସହରର ମୋଟ ଜନସଂଖ୍ୟା ୨୯୪୩୪ ଅଟେ ।<ref name=sens>{{cite web|title=way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ|url=http://web.archive.org/web/20040616075334/http://www.censusindia.net/results/town.php?stad=A&state5=999|accessdate=24 September 2015}}</ref> ସେଥି ମଧ୍ୟରୁ ୫୦.୬୮% ଜଣ ପରୁଷ ହୋଇଥିବା ବେଳେ ୪୯.୩୨% ଜଣ ନାରୀ ଅଟନ୍ତି । {{PAGENAME}}ର ସାକ୍ଷରତା ହାର ୬୨.୮୮% ଅଟେ । ଏହା ଜାତୀୟ ହାର ଠାରୁ ୧.୯୬% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୯୯% ପ୍ରତିଶତ ପୁରୁଷ ଓ ୨୬.୮୯% ନାରୀ ଅଟନ୍ତି । ୧୩.୧୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।<ref name=sens/>
 
== ଭାଷା ==
[[ଓଡ଼ିଆ ଭାଷା|ଓଡ଼ିଆ]] {{PAGENAME}}ର ସରକାରୀ ଭାଷା ଅଟେ
 
== ଆହୁରି ପଢନ୍ତୁ ==