"ମଙ୍ଗଳବାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠା ତିଆରି
 
ଟିକେ ଲିଙ୍କ ତିଆରି
୪ କ ଧାଡ଼ି:
* ଗ୍ରୀସ୍ ଏବଂ ସ୍ପେନରେ ମଙ୍ଗଳବାର ଯେ କୌଣସି କାର୍ଯ୍ୟ ପାଇଁ ଅଶୁଭ ବୋଲି ବିବେଚନା କରାଯାଏ । ସେମାନଙ୍କର ପାରମ୍ପାରିକ ବିଚାର ଅନୁଯାୟୀ ମଙ୍ଗଳବାର ଦିନ ଯାତ୍ରା କରିବା କିମ୍ବା ବିବାହ କରିବା ଉଚିତ ନୁହେଁ ।
 
ଆନ୍ତର୍ଜାତୀୟ ମାନକ ISO 8601 ଅନୁଯାୟୀ, [[ସୋମବାର]] ହେଉଛି ସପ୍ତାହର ପ୍ରଥମ ଦିନ; ଏହି ହିସାବରେ, ମଙ୍ଗଳବାର ସପ୍ତାହର ଦ୍ୱିତୀୟ ଦିନ । କେତେକ ସାଧାରଣ ବ୍ୟବହୃତ କ୍ୟାଲେଣ୍ଡର ଅନୁଯାୟୀ, ବିଶେଷତଃ ଯୁକ୍ତରାଷ୍ଟ୍ରରେ [[ରବିବାର]] ହେଉଛି ସପ୍ତାହର ପ୍ରଥମ ଦିନ, ତେଣୁ ମଙ୍ଗଳବାର ସପ୍ତାହର ତୃତୀୟ ଦିନ । ଇସଲାମିକ ଦେଶମାନଙ୍କରେ, [[ଶନିବାର]] ହେଉଛି ସପ୍ତାହର ପ୍ରଥମ ଦିନ ଏବଂ ତେଣୁ ମଙ୍ଗଳବାର ହେଉଛି ସପ୍ତାହର ଚତୁର୍ଥ ଦିନ ।
== ଆଧାର ==
{{Reflist}}
"https://or.wikipedia.org/wiki/ମଙ୍ଗଳବାର"ରୁ ଅଣାଯାଇଅଛି