"ସୂଚନା ଡିଜାଇନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର ସମୂହ -> ଆଧାର (ଶୈଳୀ ସମାନତା) (via JWB)
ଟିକେ ଶିକ୍ଷୟା -> ଶିକ୍ଷା (ସଠିକ ବନାନ) (via JWB)
୨ କ ଧାଡ଼ି:
{{[[Data Visualization]]}}
 
'''ସୂଚନା ଡିଜାଇନ''' ଉପଲବ୍ଧ ସୂଚନା ସମୂହକୁ ସକ୍ରିୟ ଓ ଉପଯୋଗୀ ଭାବରେ ଉପସ୍ଥାପନ କରିବାର ଏକ ପ୍ରଣାଳୀ । ଏହା ସୂଚନାକୁ ସାଧାରଣ ଲୋକ ଭଲ ଭାବରେ ଜାଣିବା ଓ ବୁଝିପାରିବାରେ ସାହାଯ୍ୟ କରିଥାଏ । ଏହା ତଥ୍ୟକୁ ପ୍ରଦର୍ଶନ କରିବା ପାଇଁ ଥିବା ଗ୍ରାପ୍ଗିକ ଦିଶୟନ ପରି ଆକର୍ଷକ ଓ କଳାତ୍ମକ ନ ହେଇ ମଧ୍ୟ ସରଲା ଓ ସାବଲୀଳ ଭାବରେ ସୂଚନାକୁ ପ୍ରଦର୍ଶନ କରିଥାଏ । ଏହା " ତଥ୍ୟ ପ୍ରଦର୍ଶନ " ପଦ୍ଧତି ସହ ସମାଜସ୍ୟ ରଖିଥାଏ ଓ ତଥ୍ୟ ପ୍ରଦଶନ ବିଦ୍ୟାର ପାଠ୍ୟକ୍ରମର ଅଂଶବିଶେଷ ଭାବରେ ଏହା ଶିକ୍ଷୟାଶିକ୍ଷା ଦିଅ ଯାଇଥାଏ । .<ref>http://www.design.ccsu.edu/</ref>
 
ସୂଚନା ଦିଜାଇନ ପ୍ରକୃତରେ ଏକ କୈଫିଯତ ଦେବାର ଶୈଳୀ । ଏହା ପୃଥିବୀର ବିଭିନ୍ନ ଘଟଣା ଓ ବିଷୟର କୈଫିଯତ ଦେଇଥାଏ , ଯାହାଦ୍ୱାରା ଜ୍ଞାନ ଓ କାର୍ଯ୍ୟରେ ସହାୟତା ହୁଏ । <ref>Per Mollerup, Data Design: Visualising quantities, locations, connections, Bloomsbury Academic, 2015</ref>