"ମେଘନା ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଗୁଡିକ -> ଗୁଡ଼ିକ (ସଠିକ ବନାନ) (via JWB)
ଟିକେ (ଆଧାର ସମୂହ -> ଆଧାର (ଶୈଳୀ ସମାନତା) (via JWB))
ଟିକେ (ଗୁଡିକ -> ଗୁଡ଼ିକ (ସଠିକ ବନାନ) (via JWB))
[[ଫାଇଲ:Bangladesh_LOC_1996_map.jpg|ଡାହାଣ|thumb|ମେଘନା ସମେତ ବାଂଲାଦେଶର ନଦୀ ଗୁଡିକର ମାନଚିତ୍ର ]]
ମେଘନା ନଦୀ({{Lang-bn|মেঘনা নদী}}) ବାଂଲାଦେଶର ସବୁଠାରୁ ଗୁରୁତ୍ୱପୂର୍ଣ ନଦୀ । ,<ref name="Banglapedia">{{cite book|title=Banglapedia: National Encyclopedia of Bangladesh|publisher=[[Asiatic Society of Bangladesh]]|year=2012|edition=Second|chapter=Meghna River|chapter-url=http://en.banglapedia.org/index.php?title=Meghna_River|author=Masud Hasan Chowdhury|editor=Sirajul Islam and Ahmed A. Jamal}}</ref> ବଂଗୋପମହାସାଗରକୁ ଲାଗି ରହିଥିବା ଗାଙ୍ଗେୟ ସମତଳଭୂମି ଅଞ୍ଚଳରେ ପ୍ରବାହିତ ତିନିଟି ମୁଖ୍ୟ ନଦୀ ମଧ୍ୟରୁ ଏହା ଅନ୍ୟତମ । ସୁରମା - ମେଘାନା ନଦୀ ପ୍ରଣାଳୀର ମେଘନା ନଦୀର ଉପତ୍ତି ବାଂଲାଦେଶର କିଶୋରଗଞ୍ଜ ଜିଲ୍ଲାର ଭୈରବ ବଜାର ସହରର ଉପର ଅଞ୍ଚଳରେ ସୁର୍ମା ନଦୀ ଓ କୁଶିୟାରା ନଦୀର ସଙ୍ଗମଦ୍ୱାରା ସୃଷ୍ଟି ହେଇଥାଏ । ସୁର୍ମା ଓ କୁଶିୟାରା ପୂର୍ବ ଭାରତୀୟ ପାର୍ବତ୍ୟ ଅଞ୍ଚଳରୁ ଉପତ୍ତି ଘଟି ବାରକ ନଦୀ ଭାବରେ ଆସିଥାଏ । ଚାଁଦପୁର ଜିଲ୍ଲାରେ ମେଘନା ନଦୀ ତାହାର ମୁଖ୍ୟ ଉପନଦୀ ପଦ୍ମା ସହ ମିଳିତ ହୁଏ । ମେଘନା ନଦୀର ଅନନ୍ୟ ଉପନଦୀ ଗୁଡିକଉପନଦୀଗୁଡ଼ିକ ହେଲା ଢାଲେସବାରି , ଗୁମଟିଓ ଫେଣି । ମେଘନା ନଦୀ ଭୋଳା ଜିଲ୍ଲା ରରେ ବଂଗୋପ ସାଗରରେ ଲୀନ ହୁଏ । ଏହାର ମୁହାଣ ଅଞ୍ଚଳରେ ତେତୁଳିଆ , ଶବାଜପୁର , ହଟିଆ ଓ ବାମ୍ଣୀ ରହିଛି । 
[[ଫାଇଲ:Boat_in_meghna_river.JPG|thumb|ମେଘନା ନଦୀରେ ନୌକା]]
ବାଂଲାଦେଶ ଭିତରେ ସମ୍ପୂର୍ଣ ଭାବରେ ପ୍ରବାହିତ ନଦୀ ଗୁଡିକନଦୀଗୁଡ଼ିକ ମଧ୍ୟରୁ ମେଘନା ସବୁଠାରୁ ବେଶୀ  ପ୍ରସ୍ଥ ବିଶିଷ୍ଟ । ଭୋଳା ନିକଟରେ ଏହାର ପ୍ରସ୍ଥ 12 କିଲୋମିଟର ହେଇଥାଏ । ତଳ ମୁଣ୍ଡରେ ଏହି ନଦୀ ସମତଳ ଭୂମିରେ ସରଳରେଖା ପରି  ପ୍ରବାହିତ ହେଇଥାଏ । 
 
== ଗତିପଥ ==
୧୩,୮୭୨

ଗୋଟି ସମ୍ପାଦନା