"କେନ୍ଦୁଝର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ " ସବୁ" (ସ୍ପେସ ସହ) -> "ସବୁ" (via JWB)
୫୭ କ ଧାଡ଼ି:
}}
'''କେନ୍ଦୁଝର''' [[ଓଡ଼ିଶା]]ର [[କେନ୍ଦୁଝର ଜିଲ୍ଲା]]ର ସଦର ମହକୁମା ଓ ଏକ ମୁଖ୍ୟ ସହର ।
ଏହି ସହର ଓଡ଼ିଶାର ରାଜଧାନୀ [[ଭୁବନେଶ୍ୱର]]ଠାରୁ ୨୪୦ କିଲୋମିଟର ଦୂରରେ ଅବସ୍ଥିତ । କେନ୍ଦୁଝର ସହର ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ । କେନ୍ଦୁଝରରେ ବଳଦେବଜୀଉ ମନ୍ଦିର, ରାଜଉଆସ, [[ସାନଘାଗରା ଜଳପ୍ରପାତ]], [[ବଡ଼ଘାଗରା ଜଳପ୍ରପାତ]], ସିଦ୍ଧମଠ ଆଦି ଦର୍ଶନୀୟ ସ୍ଥାନ ସବୁସ୍ଥାନସବୁ ଅଛି । ଏହି ସହର ବିପ୍ଳବୀ [[ଧରଣୀଧର ଭୂୟାଁ]] ଏବଂ ତାଙ୍କର ପ୍ରଖ୍ୟାତ ପ୍ରଜାମେଳିର ମୁକସାକ୍ଷୀ ହୋଇ ଛିଡାହୋଇଛି ।
 
== ଇତିହାସ ==
୮୭ କ ଧାଡ଼ି:
== ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ==
* '''ଜିଲ୍ଲା ମୁଖ୍ୟ ଗ୍ରନ୍ଥାଳୟ'''
କେନ୍ଦୁଝର ସହରର ଏହି ଗ୍ରନ୍ଥାଳୟଟି ୧୯୭୭ ମସିହାରୁ କାର୍ଯ୍ୟ କରିଆସୁଛି । ଉପଲବ୍ଧ ଗ୍ରନ୍ଥପଞ୍ଜି ଅନୁସାରେ, ଏହି ଗ୍ରନ୍ଥାଳୟରେ ମୋଟ ୧୦୮୭୦ଟି ପୁସ୍ତକ ରହିଛି । ଏହି ଗ୍ରନ୍ଥାଳୟ ସୋମବାର ବ୍ୟତୀତ ଅନ୍ୟ ସବୁଦିନେସବୁଦିନ ଦିନ ୧୧ଟା ଠାରୁ ସନ୍ଧ୍ୟା ୬ଟା ଯାଏ ଖୋଲାରହେ ।
* '''ଜିଲ୍ଲା ସଂଗ୍ରହାଳୟ'''
ଏହା କେନ୍ଦୁଝରର ପୁରୁଣା ବଜାରରେ ଥିବା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଅବସ୍ଥିତ । ଏହି ସଂଗ୍ରହାଳୟର ଏକ ଶାଖା [[ମୟୂରଭଞ୍ଜ ଜିଲ୍ଲା]]ର ଖିଚିଂଠାରେ ମଧ୍ୟ ରହିଛି ।
"https://or.wikipedia.org/wiki/କେନ୍ଦୁଝର"ରୁ ଅଣାଯାଇଅଛି